ମୌସୁମି ବର୍ଷା, ରଜ ବଜାର ଧୋଇଦେଲା
=ସାକ୍ଷୀଗୋପାଳ ----- ସତ୍ୟବାଦୀରେ ରବିବାର ସକାଳୁ ସକାଳୁ ପ୍ରାକ ମୌସୁମି ବର୍ଷା ଲାଗି ରହିଛି । ଅସହ୍ୟ ଗରମରୁ ବର୍ଷା ଯୋଗୁ ଟିକେ ଶାନ୍ତି ମିଳିଛି । ମୌସୁମି ବର୍ଷା ତୁହାକୁ ତୁହା ଲାଗି ରହିଥିଲା । ଯାହାଫଳରେକି ରଜ ବଜାର ପୁରା ଫିକା ପଡିଯାଇଛି । ବର୍ଷା ଯୋଗୁ ଲୋକମାନେ କେହି ବଜାର ଆସିନଥିଲେ । ଅନ୍ୟ ପକ୍ଷେ କରୋନା ଯୋଗୁ ସରକାରଙ୍କ ପକ୍ଷରୁ ଲକଡାଉନ ଓ ସଟଡାଉନ ଜାରି କରାଯାଇଛି । ମାତ୍ର ରଜ ପର୍ବ ପାଇଁ ସତ୍ୟବାଦୀରେ ଲକଡାଉନ ଓ ସଟଡାଉନ କେହାଳ କରାଯାଇଥିବା ପରି ଲାଗିଛି । ବଜାରରେ ଅନେକ ଦେକାନ ବଜାର ଖୋଲିଥିଲେ । ମୌମୁମୀ ବର୍ଷା ସବୁ ଫିକା ପକାଇ ଦେଇଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୩/୬/୨୦୨୧----୯,୩୫ , Sakhigopal News, 13/6/2021