Breaking News

ସତ୍ୟବାଦୀରେ ଟୀକା କେନ୍ଦ୍ର ସ୍ଥାନ ପରିବର୍ତ୍ତନ ହେଲା


 ସାକ୍ଷୀଗୋପାଳ--------ସତ୍ୟବାଦୀରେ ଟୀକା କେନ୍ଦ୍ର ସ୍ଥାନ ପ୍ରଶାସନ ପରିବର୍ତ୍ତନ କରିଛନ୍ତି । ବୁଧବାର ଦିନ ତିନୋଟି ସ୍ଥାନରେ ଟୀକା କରଣ କରାଯିବା ପାଇଁ  ପ୍ରଶାସନ ପକ୍ଷରୁ ନିସ୍ପତି ଗ୍ରହଣ କରାଯାଇଛି । ସେ ଗୁଡିକ ହେଲା  ମହୁରା ଗ୍ରାମର ପାଣିଛତ୍ର ନୋଡାଲ ପ୍ରାଥମିକ ବିଦ୍ୟାଳୟରେ ୨ଶହ ଜଣଙ୍କୁଟୀକା କରଣ କରିବା ପାଇଁ ଧାର୍ଯ୍ୟ ହୋଇଥବବା ବେଳେ ବଳପୁର ନୋଡାଲ ଉଚ୍ଚ ବିଦ୍ୟାଳୟରେ ୧ଶହ ଜଣଙ୍କୁ ଓ ସାକ୍ଷୀଗୋପାଳ ବାଳିକା ଉଚ୍ଚ ବିଦ୍ୟାଳୟରେ ୯୦ ଜଣଙ୍କୁ ଟୀକା କରଣ କରିବା ପାଇଁ ସ୍ଥିର କରାଯାଇଛି ବୋଲି ବିଡିଓ କ୍ଷୀରୋଦ କୁମାର ବେହେରାଙ୍କ ଠାରୁ ସୁଚନା ମିଳିଛି । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧/୬/୨୦୨୧  ----୯,୩୫

 Sakhigopal News, 1/6/2021

Blog Archive

Popular Posts