Breaking News

ଡେଲାଙ୍ଗରେ ଆକ୍ରାନ୍ତଙ୍କ ସଂଖ୍ୟା ୫୭୬ରେ ପହଞ୍ଚିଲା =

 ଡେଲାଙ୍ଗ---ଡେଲାଙ୍ଗ ବ୍ଲକରେ କରୋନା ଆକ୍ରାନ୍ତ ସଂଖ୍ୟା ଆଜି ୧୦ଜଣ ଚିହ୍ନଟ ହୋଇଛନ୍ତି ।  ଆଜି ପର୍ଯ୍ୟନ୍ତ ଡେଲାଙ୍ଗରେ ଆକ୍ରାନ୍ତଙ୍କ ସଂଖ୍ୟା ୫୭୬ରେ ପହଞ୍ଚିଛି ବୋଲି  ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସୁଚନା ମିଳିଛି । ସେମାନଙ୍କ ମଧ୍ୟରୁ ୪୩୨ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ହୋମକ୍ୱାରାଣ୍ଟାଇନିରେ ୭୦ଜଣ ରହି ଚିକିତ୍ସା ହେଉଛନ୍ତି । ଅନ୍ୟ ମାନେ  ବିଭିନ୍ନ ମେଡିକାଲରେ ରହି ଚିତ୍କିତ୍ସା ହେଉଥିବା ନେଇ ଡେଲାଙ୍ଗ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ବିପିଏମ୍ ଦିଲ୍ଲିପ କୁମାର ପରିଡାଙ୍କ ଠାରୁ ପ୍ରକାଶ । 

= ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୨/୬/୨୦୨୧---୭.୨୦ 

Sakhigopal News, 12/6/2021

Blog Archive

Popular Posts