ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଆସିକା ବସଷ୍ଟାଣ୍ଡ, କୋର୍ଟ ଛକ ଆଦି ସ୍ଥାନରେ ଖାଦ୍ୟ ପୁଡ଼ିଆ ବଣ୍ଟନ
ଆସିକା ---- ଘୁମୁସର ବିଜେପି ଯୁବମୋର୍ଚ୍ଚାର ସଭାପତି ପ୍ରମୋଦ ପଣ୍ଡା ଙ୍କ ନିର୍ଦେଶ ରେ ଗଞ୍ଜାମ, ଆସିକା ସହରର କୋର୍ଟ ଛକ, ବସଷ୍ଟାଣ୍ଡ ଏପରି ବିଭିନ୍ନ ସ୍ଥାନ ରେ ଖାଦ୍ୟ ପୁଡିଆ ବଣ୍ଟନ କରାଯାଉଛି । ସଟ ଡାଉନ ରେ ଯେପରି କୌଣସି ଗରିବ ଲୋକ ଭୋକ ଉପବାସ ରେ ନ ରୁହେ ତେଣୁ ବିଜେପି ଯୁବମୋର୍ଚା ପକ୍ଷରୁ ଆସିକା ସହରରେ ଖାଦ୍ୟ ପୁଡିଆ ବଣ୍ଟନ କରାଯାଉଛି । କରୋନା ମହାମାରୀ ସମୟରେ ଅସହାୟ ଲୋକଙ୍କୁ ସାହାଯ୍ୟ ସହଯୋଗ ଯୋଗାଇ ଥିବା ରୁ ବିଜେପି ଯୁବମୋର୍ଚ୍ଚା ର ସଦସ୍ୟ ଙ୍କୁ ଆସିକା ଅଂଚଳ ରେ ପ୍ରଶଂସା ର ପାତ୍ର ପାଲଟିଛନ୍ତି ।
ବ୍ରହ୍ମପୁର ରୁ ଅଶେଷ କୁମାର ପାତ୍ରଙ୍କ ରିପୋର୍ଟ ,୨/୬/୨୦୨୧----୨,୧୦
Sakhigopal News ,2/6/2021