Breaking News

>>
  • ସାକ୍ଷୀଗୋପିନାଥ ଦେବଙ୍କ ବାହାର ଚନ୍ଦନଯାତ୍ରା ଶେଷ; କାଲି ହେବ କିଚକ ବଧ
  • >>
  • ସତ୍ୟବାଦୀ ରେ ବିଜେପିର ମିଡିଆ ସେଲ ଦାୟିତ୍ବରେ ପ୍ରଭାତ ଓ ଅମର
  • >>
  • ସତ୍ୟବାଦୀ ରେ ଆର୍ଟ ଅଫ ଗିଭିଂ ପାଳିତ
  • >>
  • ଡେଲାଙ୍ଗ କୋଠବାଡ ପଞ୍ଚାୟତ କାର୍ଯ୍ୟାଳୟରେ କୃଷକଙ୍କ ସମସ୍ୟା ଦୂର ପାଇଁ ସମୀକ୍ଷା
  • >>
  • ଡେଲାଙ୍ଗ ଜଳ ସମ୍ପଦ ବିଭାଗ କାର୍ଯ୍ୟାଳୟ ପରିସରରେ ଥିବା ଲକ୍ଷ୍ମୀ ନାରାୟଣ ମନ୍ଦିରର ୫୦ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ
  • >>
  • ଭଞ୍ଜନଗର ରେ ସାମୁହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଅନୁଷ୍ଠିତ
  • >>
  • ଭଂଜନଗର ରେ ଦ୍ବାଦଶ ତମ ଆର୍ଟ ଅଫ ଗିଭିଂ ଡେ ପାଳିତ
  • >>
  • ଗ୍ରାମ ରେ ଅଲୌକିକ ଘଟଣା ,ମାଟି ତଳେ ଶିବଲିଙ୍ଗ , ଉଦ୍ଧାର କଲେ ଗ୍ରାମବାସୀ
  • >>
  • ଭିର୍ନ୍ନକ୍ଷମ ସୁନିତାଙ୍କ ବିବାହରେ ସାହାର୍ଯ୍ୟର ହାତ ବଢ଼େଇଲା ବିପଦର ବନ୍ଧୁ ଓଡିଶା
  • >>
  • ମୁଖ୍ୟ ରାସ୍ତାରୁ ତାଡି ବିକୁଥିଲେ ମୋରମ |ଟ୍ରାକ୍ଟର ଓ ଜେସିବି ସହ ୨ ଥାନା ରେ ଅଟକ
  • >>
  • ଅତିରିକ୍ତ ତହସିଲଦାର ଓ ଦଲାଲ ଙ୍କ ମଧୁଚନ୍ଦ୍ରିକାରେ ବେଆଇନ ପଟ୍ଟା କରବାର ; ଜନ ଅସନ୍ତୋଷ ବୃଦ୍ଧି
  • >>
  • ସତ୍ଯବାଦୀରେ ତିନି ସେନାଙ୍କ ବୀରତ୍ୱକୁ ସମ୍ମାନ ଜଣାଇ ତ୍ରିରଙ୍ଗା ଶୋଭାଯାତ୍ରା
  • >>
  • ତିନି ସେନାର ବୀରତ୍ୱ ପରାକ୍ରମକୁ ସମ୍ମାନ ଜଣାଇ ତ୍ରିରଙ୍ଗା ଶୋଭାଯାତ୍ର
  • >>
  • ଜଟଣୀରେ ସେନା ବାହିନୀ ଉଦ୍ଦେଶ୍ୟରେ ତୀରଙ୍ଗା ଶୋଭାଯାତ୍ରା
  • >>
  • ଗୁରୁଦେବ ଶ୍ରୀ ଶ୍ରୀ ରବି ଶଙ୍କରଙ୍କ ଜନ୍ମ ଦିନରେ ରକ୍ତ ଦାନ ଶିବିର
  • ପବନରେ ଭାଙ୍ଗିଲା ଆଦର୍ଶ ଗୁହାଳ; ଦୁହାଁଳିଆ ଗାଈ ମୃତ




    ବେଲଗୁଣ୍ଠା,--- କାଳ ବୈଶାଖୀ ପ୍ରଭାବରେ ଏକ ଆଦର୍ଶ ଗୁହାଳ ଭାଙ୍ଗିଯିବା ସହିତ କାନ୍ଥ ତଳେ ଚାପି ହୋଇ ଏକ ଦୁହାଁଳିଆ ଗାଈର ମୃତ୍ୟୁ ଘଟିଛି ।  ସୂଚନା ପ୍ରକାରରେ କାଳ ବୈଶାଖୀ ପ୍ରଭାବରେ ବହୁ ଜୋର୍ ରେ ପବନ ବହିଥିଲା । ଏହି ପବନ ଫଳରେ ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ପଞ୍ଚାୟତର ସିଂହମର୍ଦ୍ଦନ ଗ୍ରାମର ପାଣ୍ଡବ ଗୌଡ଼ଙ୍କ ଆଦର୍ଶ ଗୁହାଳଟି ଭାଙ୍ଗି ଯାଇଥିଲା । ଫଳରେ ଗୁହାଳ କାନ୍ଥର ଇଟା ତଳେ ଚାପି ହୋଇ ପାଣ୍ଡବଙ୍କ ଏକ ଦୁହାଁଳିଆ ଗାଈ ମୃତ୍ୟୁ ବରଣ କରିଥିଲା ବେଳେ ଏହାର ଛୋଟ ବାଛୁରୀଟି ମାଆକୁ ହରାଇ ବିକଳ ଭାବରେ ଚିତ୍କାର କରୁଥିବାର ଦେଖିବାକୁ ମିଳିଛି । ପ୍ରକାଶ ଥାଉ କି ପାଣ୍ଡବ ଏହି ଗାଈ ମାନଙ୍କ ଦ୍ୱାରା ହିଁ ନିଜ ପରିବାର ପ୍ରତିପୋଷଣ କରୁଥିବାରୁ ପାଣ୍ଡବଙ୍କୁ ସରକାରୀ ସ୍ତରରେ କ୍ଷତି ପୂରଣ ଯୋଗାଇଦେବାକୁ ଗ୍ରାମବାସୀ ପ୍ରକାଶ କରିଛନ୍ତି ।  ପାଣ୍ଡବଙ୍କ ସମେତ ପବନରେ ଏହି ଗ୍ରାମର ସନ୍ତୋଷ କୁମାର ସ୍ୱାଇଁ ଏବଂ ପୃଥ୍ୱୀରାଜ ସ୍ୱାଇଁଙ୍କ ଗୁହାଳର ଟିଣ ଗୁଡ଼ିକ ମଧ୍ଯ ଉଡ଼ିଯାଇଥିବା ସୂଚନା ମିଳିଛି ।

    ବ୍ରହ୍ମପୁର ରୁ ଅଶେଷ   କୁମାର ପାତ୍ରଙ୍କ ରିପୋର୍ଟ ,  ୨/୬/୨୦୨୧---୨,୧୫  
     Sakhigopal News,2/6/2021--- 

    Blog Archive

    Popular Posts