କଳାବଜାରୀ ରୋକିବା ଓ କୋଭିଡ ନିୟମ ଉଲଂଘନ କାରୀଙ୍କୁ ଅର୍ଥ ଦଣ୍ଡ
ଗଞ୍ଜାମ -- ରାଜ୍ୟ ରେ ଲକଡାଉନ ହେବା ଫଳରେ କିଛି ବ୍ୟବସାୟୀ ଏହାର ଲାଭ ଉଠାଇବାରେ ବ୍ୟସ୍ତ ଅଛନ୍ତି । ଏପରିକି ପନିପରିବା, ଆଳୁ, ଅତିଆବଶ୍ୟକ ଭଳି କିଛି ଜିନିଷ ର ମୂଲ୍ୟ ବଢିଛି । ତାକୁ ଦୃଷ୍ଟିରେ ରଖି ସ୍ଥାନୀୟ ବିଡ଼ିଓ, ତହସିଲଦାର, ଯୋଗାଣ ବିଭାଗ ଅଧିକାରୀ ବଜାରରେ କରୋନା ଭଳି ମ ହାମାରୀ ସମୟରେ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ବ୍ୟବସାୟୀ ମାନଙ୍କୁ ନିବେଦନ କରିଥିଲେ । କୌଣସି ପରିବା ବ୍ୟବସାୟୀ ଆଳୁ କିଲୋ ପ୍ରତି୧୮ ଟଙ୍କା ରହିଛି |ଧାର୍ଯ୍ୟ ମୂଲ୍ୟ ଠାରୁ ଅଧିକା ଦାମ ରେ ବିକ୍ରି କଲେ କଡା କାର୍ଯ୍ୟାନୁଷ୍ଠାନ ନ ମାଧ୍ୟମରେ ସଚେତନତା କରିଛନ୍ତି ଏବଂ ବିଭିନ୍ନ ଗ୍ରାମରେ କୋଭିଡ ନିୟମ କୁ ଅଣଦେଖା କରି ଭୋଜିଭାତ, ଡି ଜେ ଲଗାଇ ପ୍ରୋସେସନ,ବିବାହ କରୁଥିବା ବ୍ୟକ୍ତିଙ୍କ ଠାରୁ ୫000ଟଙ୍କା ଲେଖାଏଁ ଅର୍ଥ ଆଦାୟ କରାଯାଇଛି ।
ଗଞ୍ଜାମରୁ ଅଶେଷ କୁମାର ପାତ୍ରଙ୍କ ରିପୋର୍ଟ ,୭/୫/୨୦୨୧----୯,୧୫