ସାଂସଦ ଲଡୁ କିଶୋର ସ୍ୱାଇଁଙ୍କ ଦେହାନ୍ତ
ଗଞ୍ଜାମ---- ଗଞ୍ଜାମ- ଆସିକା ସାଂସଦ ଲଡୁ କିଶୋର ସ୍ୱାଇଁଙ୍କ ହେଦାନ୍ତ ହୋଇଯାଇଛି ଗତକାଲି ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ ତୁରନ୍ତ ଭୁବେଶ୍ୱର ଆପୋଲେ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ଡାକ୍ତର ମାନଙ୍କ ସମସ୍ତ ଚେଷ୍ଟା ବିଫଳ ହୋଇଥିଲା । ତାଙ୍କର ମୃତ୍ୟୁ ବେଳକୁ ୭୧ ବର୍ଷ ହୋଇଥିଲା । ୨୦୦୪ ମସିହାରେ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳିରୁ ବିଜେଡି ବିଦାୟକ ରୁପେ ବିଜୟୀ ହୋଇଥିଲେ । ତାଙ୍କର ଦୁଇପୁଅ ଓ ଗୋଟିଏ ଝିଅ ଅଛନ୍ତି । ତାଙ୍କ ରାଜନୈତିକ ସମୟ ମଧ୍ୟରେ ବିଭିନ୍ନ ପଦ ପଦବୀରେ ରହି ଆସିଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି