Breaking News

ଜିଲ୍ଲା ସମାଜସେବୀ ସଂଘ ପକ୍ଷରୁ ଅସହାୟ ବୁଢୀ ମାର ଶବ ସଂସ୍କାର କଲା



  ବରଗଡ଼ -- ଏକ ଫୋନ ଆସିଥିଲା, ଜିଲ୍ଲା ସମାଜସେବୀ ସଂଘ, ବରଗଡ ଅନୁଷ୍ଠାନର ଉପଦେଷ୍ଟା  ଦୁର୍ଗା ଭାଇଙ୍କ ପାଖକୁ  ଯେ ବରଗଡ଼ ବ୍ଲକ ଯମୁର୍ଡ| ପଞ୍ଚାୟତ ପ୍ରଧାନପାଲି ଗ୍ରାମର ସୁମିତ୍ରା ମହାନନ୍ଦ (ବୟସ ୮୦)ସେ ଦୀର୍ଘ ୪ ବର୍ଷ ଧରି ଅସୁସ୍ଥ ଥିଲେ |ଆଜି ସକାଳ ୯ ଟା ସମୟରେ ତାଙ୍କର ଦେହାନ୍ତ ହୋଇଥିଲା । ତାଙ୍କର ପରିବାରର କହିଲେ ସେ ଏକା ରହୁଥିଲେ । ତେଣୁ  ଅନୁଷ୍ଠାନକୁ ଯୋଗାଯୋଗ କରିଥିଲେ ପାଖରେ ରହୁଥିବା ଗ୍ରାମବାସୀ ପରେ ତାଙ୍କର ଜଣେ ବିବାହିତ ଝିଅ ଆସିଥିଲେ ।  ଶବଦାହ ପାଇଁ  ଅନୁଷ୍ଠାନ କୁ ଅନୁରୋଧ କରିଥିଲେ | ଅନୁଷ୍ଠାନର ସକ୍ରିୟା ସଦସ୍ୟ କ୍ରିତି ମହାନନ୍ଦ, ଉଦୟ କୁମାର ନାୟକ , ନାରାୟଣ ସିଂ, ହମିଦ ସିଂ , ଅନିଲ ସୁନା  ଓ ବଳିଷ୍ଠ ଦୁର୍ଗା ଭାଇ  ଶବଦାହ କରିଥିଲେ  |
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୪/୩/୨୦୨୪----୮,୩୫ Sakhigopal News,24/3/2024

Popular Posts