Breaking News

ଭଞ୍ଜନଗର ନ୍ୟାୟାଳୟ ର ୭୦ତମ ପ୍ରତିଷ୍ଠା ଦିବସ ପାଳିତ



ଭଞ୍ଜନଗର - ସ୍ଥାନୀୟ ଓକିଲ ସଂଘ ପକ୍ଷରୁ ଭଞ୍ଜନଗର ନ୍ୟାୟାଳୟ ର ୭୦ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ଓକିଲ ସଂଘର ସଭାପତି ଅଭିମନ୍ୟୁ ଗୌଡ଼, ଉପସଭାପତି  ରଜତ କୁମାର ଦାଶ, ସମ୍ପାଦକ  ହରେକୃଷ୍ଣ ମହାପାତ୍ର, ସହ ସମ୍ପାଦକ  ଚନ୍ଦ୍ର ମଣି ମହାପାତ୍ର, କୋଷାଧ୍ୟକ୍ଷ  ଗିରିଜା ଭୂୟାଁ ପ୍ରମୁଖ ମଞ୍ଚାସୀନ ରହିଥିଲେ। ନ୍ୟାୟାଳୟ ର ବରିଷ୍ଠ ଆଇନଜୀବୀ ବୈଦ୍ୟନାଥ ସାହୁ, ଦୁର୍ଗା ପ୍ରସନ୍ନ ଷଡଙ୍ଗୀ, ବିଜୟ ପାତ୍ର, ରବି ଦାସ, ସନ୍ତୋଷ ନାୟକ, ଲକ୍ଷ୍ମୀ କାନ୍ତ ମହାପାତ୍ର,ସନ୍ତୋଷ ତିଆଡି ଇତ୍ୟାଦି ଭଞ୍ଜନଗର ନ୍ୟାୟାଳୟ ପ୍ରତିଷ୍ଠା ଠାରୁ ଆଜି ପର୍ଯ୍ୟନ୍ତ ସମସ୍ତ ଘଟଣା କୁ ଆଲୋଚନା କରିବା ସହ ସେମାନଙ୍କ ର ସୁଚିନ୍ତିତ ମତାମତ ଦେଇଥିଲେ। ଆଜିର ଉତ୍ସବ ରେ ଭଞ୍ଜନଗର ଓକିଲ ସଂଘ ସଭାପତି ସଭା ପରିଚାଳନା କରିଥିଲେ । ଶେଷରେ ଉପସଭାପତି ରଜତ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ଭଞ୍ଜନଗର ନ୍ୟାୟାଳୟ ସମସ୍ତ ଆଇନଜୀବୀ ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୩/୩/୨୦୨୪----୮,୫୫ Sakhigopal News,3/3/2024

Blog Archive

Popular Posts