>>
  • ଆସାମୀକୁ ଗିରଫ କରିବା ଦାବିରେ ; ଗଡିଶାଗୋଦା ଥାନା ସମ୍ମୁଖରେ ମହିଳା ମାନେ ଧାରଣା ଦେଲେ
  • >>
  • ମନ୍ଦିରର ତାଲା ଭାଙ୍ଗି ଦୁବୁର୍ତ୍ତ ଠାକୁରାଣିଙ୍କ ଆଖି ତାଡିନେବା ସହିତ ସମସ୍ତ ଆସବାସପତ୍ର ଲୁଟିନେଲେ
  • >>
  • ଶିକ୍ଷକଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ
  • >>
  • ବଡ଼ ଧରଣର ଜୁଆ ଆଡ୍ଡା ଉପରେ ଚଢ଼ଉ, ୧୯ ଗିରଫ
  • >>
  • ମାତିଲେଣି ଆତ୍ମ ଘୋଷିତ ସାମ୍ବାଦିକ , ମିଛ ଖବର ଛାପି ନିରୀହ ବ୍ୟକ୍ତିଙ୍କୁ କରୁଛନ୍ତି ବିଭ୍ରାଟ
  • >>
  • ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳରେ ଏଟିଭିଏମ ବ୍ୟବହାରରେ ପ୍ରଭାବଶାଳୀ ବୃଦ୍ଧି
  • >>
  • ଦଲାଲଙ୍କ କବଜାରେ "ତହସିଲ'କାର୍ଯ୍ୟାଳୟ; ତହସିଲ କାର୍ଯ୍ୟାଳୟରର ଲୁଚି ରହୁ ନାହିଁ ଗୋପନୀୟ ତଥ୍ୟ
  • >>
  • ସାକ୍ଷୀଗୋପାଳ - ଅଳଗୁମ ରାସ୍ତାରେ ରେଳ ଓଭରବ୍ରିଜ ନିର୍ମାଣ ପାଇଁ ସର୍ଭେ କାମ ଶେଷ
  • >>
  • ବଜ୍ରାଘାତରେ ଗାଈ ଜଗୁଆଳଙ୍କ ମୃତ୍ୟୁ
  • >>
  • ସାକ୍ଷୀଗୋପିନାଥ ଦେବଙ୍କ ଚିତାଲାଗି ପର୍ବ ପାଳନ ଓ ଘରେ ଘରେ ଚିତଉପିଠା ବାସ୍ନାରେ ମହକିଲା
  • >>
  • ଡେଲାଙ୍ଗରେ ବ୍ରଜପାତରେ ଯୁବକର ମୃତ୍ୟୁ
  • >>
  • ଜବାହର ଉଚ୍ଚ ବିଦ୍ୟାଳୟରେ ବନମହୋତ୍ସବ ପାଳିତ
  • >>
  • ମକରା ନଦୀରେ କୁମ୍ଭୀର ଆତଙ୍କ ; ବନ ବିଭାଗ ଓ ପୁଲିସ କୁମ୍ଭୀରକୁ ଖୋଜି ଖୋଜି ନୟାନ୍ତ
  • >>
  • ସାତ ରଙ୍ଗ ଓ ସାତଟି ଗଳ୍ପର ଚଳଚିତ୍ର ଇନ୍ଦ୍ରଧନୁ
  • >>
  • କୋଣାର୍କର ବରିଷ୍ଠ ସାମ୍ବାଦିକ ଅଜିତ କୁମାର ମଲ୍ଲିକ ଙ୍କ ଦେହାନ୍ତ
  • ନାରୀ ଶକ୍ତି ଫିଟନେସ ରନ୍ ଆୟୋଜନ


    ବରଗଡ଼ - ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ନେହେରୁ ଯୁବ କେନ୍ଦ୍ର ଓ B Positive foundation ବରଗଡ଼ର ମିଳିତ ସହଯୋଗ ରେ ନାରୀ ଶକ୍ତି ଫିଟନେସ ରନ କାର୍ଯ୍ୟକ୍ରମ ସରସ୍ଵତୀ ବିଦ୍ୟା ମନ୍ଦିର, ଥୁଆପାଳିର ଖେଳ ପଡିଆ ରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପଚିଶ ରୁ ଉର୍ଦ୍ଧ ମହିଳା ୫୦୦ମିଟର ଦୌଡ଼ ପ୍ରତଯୋଗିତାରେ ଅଂଶଗ୍ରହଣ କରିଥିଲେ । ମୁଖ୍ୟ ଅତିଥି ଆନ୍ତର୍ଜାତିକା ପର୍ବତାରୋହୀ ଲିପିକା ସେଠ୍ ବିଜୟୀ ମହିଳା ଯଥା ୧-ଶ୍ରୀମତୀ ମୋନରମା ବାଗ,୨- ଶ୍ରୀମତୀ ବର୍ଷା ରାଣୀ ବଘାର,୩- ଶ୍ରୀମତୀ ଜ୍ୟୋତ୍ସ୍ନା ବେହେରା ଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ । ପ୍ରାରମ୍ଭିକ ବନ୍ଦନା ଓ ଦୀପ ପ୍ରଜ୍ଜ୍ୱଳନ ବିଦ୍ୟାଳୟ ର ଗୁରୁମା ଓ ଅତିଥି ମାନଙ୍କ ଦ୍ଵାରା ହୋଇଥିଲା । ସମ୍ମାନିତ ଅତିଥି ଶ୍ରୀ ଅନିରୁଦ୍ଧ ସାହୁ,  ଶ୍ରୀ ହରିଶ୍ଚନ୍ଦ୍ର ପଶାୟତ, ଶ୍ରୀ ଅକ୍ଷୟ ପ୍ରଧାନ, ଶ୍ରୀ ଅଶ୍ଵିନୀ ଦାଶ, ମହିଳା ମାନଙ୍କ ଫିଟନେସ ସମ୍ବନ୍ଧରେ ଉଦବୋଧନ ଦେଇଥିଲେ ।ମହିଳା Physical trainer ଏହି ଦୌଡ଼ ପ୍ରତିଯୋଗିତା କୁ ପରିଚାଳନା କରିଥିଲେ । ଶ୍ରୀ ବିରେନ୍ଦ୍ର ସାହୁ ସଭାପତି B Positive Foundation ଏବଂ ଲିସା ପ୍ରଧାନ ନେହେରୁ ଯୁବ କେନ୍ଦ୍ର ବରଗଡ଼ ର  ସମ୍ପୁର୍ଣ୍ଣ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ । ପରିଶେଷରେ ମହିଳା ମାନେ "Women Fit ତୋ India Hit" ସ୍ଲୋଗାନ ଦେଇଥିଲେ । 

    Blog Archive

    Popular Posts