>>
  • ଇଣ୍ଡିଆ ବୁକ୍ସ ଅଫ୍ ରେକର୍ଡସ୍ ରେ ସ୍ଥାନ ପାଇଲେ ୨୦ ମାସର ଶିଶୁକନ୍ୟା 'ଶ୍ରେୟାଶିଂ'
  • >>
  • ଆସାମୀକୁ ଗିରଫ କରିବା ଦାବିରେ ; ଗଡିଶାଗୋଦା ଥାନା ସମ୍ମୁଖରେ ମହିଳା ମାନେ ଧାରଣା ଦେଲେ
  • >>
  • ମନ୍ଦିରର ତାଲା ଭାଙ୍ଗି ଦୁବୁର୍ତ୍ତ ଠାକୁରାଣିଙ୍କ ଆଖି ତାଡିନେବା ସହିତ ସମସ୍ତ ଆସବାସପତ୍ର ଲୁଟିନେଲେ
  • >>
  • ଶିକ୍ଷକଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ
  • >>
  • ବଡ଼ ଧରଣର ଜୁଆ ଆଡ୍ଡା ଉପରେ ଚଢ଼ଉ, ୧୯ ଗିରଫ
  • >>
  • ମାତିଲେଣି ଆତ୍ମ ଘୋଷିତ ସାମ୍ବାଦିକ , ମିଛ ଖବର ଛାପି ନିରୀହ ବ୍ୟକ୍ତିଙ୍କୁ କରୁଛନ୍ତି ବିଭ୍ରାଟ
  • >>
  • ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳରେ ଏଟିଭିଏମ ବ୍ୟବହାରରେ ପ୍ରଭାବଶାଳୀ ବୃଦ୍ଧି
  • >>
  • ଦଲାଲଙ୍କ କବଜାରେ "ତହସିଲ'କାର୍ଯ୍ୟାଳୟ; ତହସିଲ କାର୍ଯ୍ୟାଳୟରର ଲୁଚି ରହୁ ନାହିଁ ଗୋପନୀୟ ତଥ୍ୟ
  • >>
  • ସାକ୍ଷୀଗୋପାଳ - ଅଳଗୁମ ରାସ୍ତାରେ ରେଳ ଓଭରବ୍ରିଜ ନିର୍ମାଣ ପାଇଁ ସର୍ଭେ କାମ ଶେଷ
  • >>
  • ବଜ୍ରାଘାତରେ ଗାଈ ଜଗୁଆଳଙ୍କ ମୃତ୍ୟୁ
  • >>
  • ସାକ୍ଷୀଗୋପିନାଥ ଦେବଙ୍କ ଚିତାଲାଗି ପର୍ବ ପାଳନ ଓ ଘରେ ଘରେ ଚିତଉପିଠା ବାସ୍ନାରେ ମହକିଲା
  • >>
  • ଡେଲାଙ୍ଗରେ ବ୍ରଜପାତରେ ଯୁବକର ମୃତ୍ୟୁ
  • >>
  • ଜବାହର ଉଚ୍ଚ ବିଦ୍ୟାଳୟରେ ବନମହୋତ୍ସବ ପାଳିତ
  • >>
  • ମକରା ନଦୀରେ କୁମ୍ଭୀର ଆତଙ୍କ ; ବନ ବିଭାଗ ଓ ପୁଲିସ କୁମ୍ଭୀରକୁ ଖୋଜି ଖୋଜି ନୟାନ୍ତ
  • >>
  • ସାତ ରଙ୍ଗ ଓ ସାତଟି ଗଳ୍ପର ଚଳଚିତ୍ର ଇନ୍ଦ୍ରଧନୁ
  • ଖୋର୍ଦ୍ଧା ରୋଡ ମଣ୍ଡଳ ର ନୂତନ ବରିଷ୍ଠ ମଣ୍ଡଳ ବାଣିଜ୍ୟ ପ୍ରବନ୍ଧକ ଭାବେ ଦାୟିତ୍ବ ଗ୍ରହଣ କଲେ ଶ୍ରୀ ଅନିଲ କୁମାର ଏସ୍




    ଜଟଣୀ --ଭାରତୀୟ ରେଳ ଟ୍ରାଫିକ ସେବା (ଆଇଆରଟିଏସ) ଅଧିକାରୀ, ଶ୍ରୀ ଅନିଲ କୁମାର ଏସ୍, ଖୋର୍ଦ୍ଧା ରୋଡ ମଣ୍ଡଳ ର ନୂତନ ବରିଷ୍ଠ ମଣ୍ଡଳ ବାଣିଜ୍ୟ ପ୍ରବନ୍ଧକ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି । ତାଙ୍କର ବର୍ତ୍ତମାନର ପୋଷ୍ଟିଂ ପୂର୍ବରୁ ସେ ଖୋର୍ଦ୍ଧା ରୋଡ ମଣ୍ଡଳ ର ବରିଷ୍ଠ ମଣ୍ଡଳ ପରିଚାଳକ ପ୍ରବନ୍ଧକ (ମୋଭମେଣ୍ଟ) ଭାବରେ କାର୍ଯ୍ୟ କରୁଥିଲେ। ଭାରତୀୟ ରେଳବାଇରେ ତାଙ୍କର ଦଶ ବର୍ଷ ସେବା କରିବାର ଅଭିଜ୍ଞତା ରହିଅଛି l      ଶ୍ରୀ ଅନିଲ କୁମାର, 2013 ବ୍ୟାଚ୍ ର ଭାରତୀୟ ରେଳ ଟ୍ରାଫିକ ସେବା (ଆଇଆରଟିଏସ) ଅଧିକାରୀ । ସେ 2004 ମସିହାରେ ହାଇଦ୍ରାବାଦର ଓସମାନିଆ ୟୁନିଭରସିଟିରେ ଇଲେକ୍ଟ୍ରୋନିକ୍ସ ଆଣ୍ଡ ଟେଲି ଯୋଗାଯୋଗରେ ସ୍ନାତକ ଡିଗ୍ରୀ ପ୍ରାପ୍ତ କରିଛନ୍ତି। ରେଳବାଇରେ ଯୋଗଦେବା ପୂର୍ବରୁ ଶ୍ରୀ ଅନିଲ କୁମାର ଦୁଇ ବର୍ଷ ଧରି Danlaw Inc. ରେ କାର୍ଯ୍ୟ କରୁଥିଲେ।
    ସେ ଭାରତୀୟ ରେଳବାଇ ରେ ବିଭିନ୍ନ ପଦବୀ ରେ କାର୍ଯ୍ୟ କରିଛନ୍ତି ଯଥା-ବିଶାଖାପାଟନମ୍ ଡିଭିଜନରେ ଆସିଷ୍ଟାଣ୍ଟ ଅପରେସନ୍ ମ୍ୟାନେଜର (କଣ୍ଟ୍ରୋଲ୍), ଆସିଷ୍ଟାଣ୍ଟ ଅପରେସନ୍ ମ୍ୟାନେଜର (କୋଚିଂ), ଏରିଆ ମ୍ୟାନେଜର (ୱାଲ୍ଟେୟାର ମାର୍ଶଲିଂ ୟାର୍ଡ), ପୂର୍ବ ତଟ ରେଳବାଇ ମୁଖ୍ୟାଳୟ ରେ ଡେପୁଟୀ ଚିଫ୍ କମର୍ସିଆଲ୍ ମ୍ୟାନେଜର (ମାଲ ପରିବହନ ସେବା) ଏବଂ ଖୋର୍ଦ୍ଧା ରୋଡ ମଣ୍ଡଳ ର ବରିଷ୍ଠ ମଣ୍ଡଳ ପରିଚାଳକ ପ୍ରବନ୍ଧକ (ମୋଭମେଣ୍ଟ) ରୂପେ କାର୍ଯ୍ୟ କରିଥିବା ଜଣାପଡିଛି। ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୩/୩/୨୦୨୪----୯,୫୫ Sakhigopal News,13/3/2024

    Blog Archive

    Popular Posts