ସ୍ବାଧୀନତା ର ତ୍ୟାଗ ଓ ବଳିଦାନ ଦିବସ ର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଗୌରବ ମୟ ପଦଯାତ୍ରା
75th Anniversary of Freedom and Sacrifice Day is a glorious walk.
ବରଗଡ଼----- ବରଗଡ ଜିଲ୍ଲା ଭେଡେନ ଠାରେ ସ୍ବାଧୀନତା ର ତ୍ୟାଗ ଓ ବଳିଦାନ ଦିବସ ର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଗୌରବ ମୟ ପଦଯାତ୍ରା ବରଗଡ଼ ଜିଲ୍ଲା କଂଗ୍ରେସ କମିଟି ର ସଭାପତି ନିହାର ରଞ୍ଜନ ମହାନନ୍ଦ ଙ୍କ ସଭାପତିତ୍ୱରେ ଅଗଷ୍ଟ ୯ କ୍ରାନ୍ତି ଦିବସରେ ଆରମ୍ଭ ହୋଇଛି । ଅତାବିରା ବିଧାନସଭା ନିର୍ବାଚନ ମଣ୍ଡଳୀ ଭେଡେନ ବ୍ଲକ କଂଗ୍ରେସ ସଭାପତି ରମେଶ ପଣ୍ଡାଙ୍କ ତତ୍ତ୍ବାବଧାନରେ ଭେଡେନ ଠାରେ ପଦଯାତ୍ରା ଆରମ୍ଭ ହୋଇଥିଲା। ଏହି ପଦଯାତ୍ରା ପ୍ରଦେଶ କଂଗ୍ରେସ କମିଟି ର ଆହ୍ଵାନ କ୍ରମେ ବରଗଡ଼ ଜିଲ୍ଲା କଂଗ୍ରେସ କମିଟି ତରଫରୁ ଗୌରବମୟ ପଦଯାତ୍ରା ହୋଇଥିଲା। ପର୍ଯ୍ୟବେକ୍ଷକ ବିସ୍ମୟ ମହାପାତ୍ର,ଓଡିଶା ବିଧାନ ସଭାର ପୂର୍ବତନ ମୂଖ୍ୟ ସଚେତକ ସତ୍ଯ ଭୂଷଣ ସାହୁ,ସରୋଜ କୁମାର ଷଡଙ୍ଗୀ,ଯୁଗଳ ପ୍ରସାଦ ସିଂହ,ଗୌତିଁଆ ସାହୁ,ବରଗଡ ଲୋକସଭା କଂଗ୍ରେସ ପ୍ରାର୍ଥୀ ପ୍ରଦୀପ ଦେବତା, ବରଗଡ ବିଧାନସଭା ପ୍ରାର୍ଥୀ ନିପନ ଦାଶ,ସରୋଜ ମହାପାତ୍ର,ପାଣ୍ଡବ କର୍ଣ୍ଣ, ପ୍ରତାପ ଚନ୍ଦ୍ର ନାୟକ,ଦୟାସାଗର ମେଣ୍ଡଲି, ବିରଆଦିତ୍ୟ ସାହୁ, ବିନୋଦ ବିଶ୍ବଲ,ସ୍ବାଧିନ ରଥ, ଜାପାନୀ ସାହୁ, ସୁଶୀଲ ଭୋଇ, ଅଭିଷେକ ସେଠ,ଆଜାଦ ପତି,ଶିବ ଖମାରୀଏବଂ ବହୁ ସଂଖ୍ୟାରେ କଂଗ୍ରେସ ନେତୃବର୍ଗ ଓ କର୍ମୀ ଏକାଠି ତ୍ରିରଙ୍ଗା ହାତରେ ଧରି ପଦଯାତ୍ରା ରେ ସାମିଲ ହୋଇଥିବାର ଦେଖାଯାଇଥିଲା ।
ବରଗଡ଼ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୦/୮/୨୦୨୨---୪,୪୫ Sakhigopal News,10/8/2022