ନା ବାଳିକାକୁ ଦୁଷ୍କମ ଓଫଟୋ ଉତ୍ତୋଳନ କରିଥିବା ନେଇ ଥାନାରେ ଅଭିଯୋଗ
No, the girl is accused of taking Duskum Ofto
ସାକ୍ଷୀଗୋପାଳ------ ସତ୍ୟବାଦୀ ଥାନାରେ ଜଣେ ନାବାଳିକା ଅଭିଯୋଗ କରିଛି ଯେ ତାଙ୍କୁ ବାରମ୍ବାର ଦୁଷ୍କମ କରାଯିବାସହ ଏ କଥା କାହାକୁ କହିଲେ ଜୀବନରେ ମାରି ଦେବାକୁ ଧମକ ଦିଆଯାଇଛି । ଏହା ସହିତ ଦୁଷ୍କମ କରୁଥିବା ସମୟରେ କେତେକ ଆପତ୍ତି ଜନକ ଫଟୋ ମୋବାଇଲିରେ ଉତ୍ତୋଳନ କରିଛନ୍ତି । ସେମାନଙ୍କ କଥା ନଶୁଣିଲେ ଫଟୋ ଗୁଡିକ ଭାଇରାଲ କରିଦେବେ ବୋଲି ଧମକ ଦେଇଥିଲେ । ଶେଷରେ ନା ବାଳିକା ଜଣକ ଭୟ ନ କରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗକୁ ଗ୍ରହଣ କରି ସତ୍ୟବାଦୀ ଥାନା ଆଇଆଇସି ବିଜୟ କେତନ ବେହେରାଙ୍କ ନିର୍ଦ୍ଦେଶକ୍ରମେ ୨୨୫/୨୦୨୨ରେ ଏକ କେସରୁଜ କରାଯାଇ ତଦନ୍ତ ଜାରି ରହିଛି । କିଛି ଯୁବକଙ୍କୁ ଥାନାରେ ଅଟକ ରଖି ତଦନ୍ତ ଜାରି ରହିଥିବା ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨/୮/୨୦୨୨---୮,୪୦
Sakhigopal News, 2/8/2022