ମହନପୁର ବିଦ୍ୟାଳୟର ସହକାରୀ ଶିକ୍ଷକ ଭୀମସେନ ମଙ୍ଗରାଜଙ୍କ ସେବା ନିବୃତ ସମ୍ବର୍ଦ୍ଧନା ସଭା
Bhimsen Mangraj, Assistant Teacher, Mahanpur School, Retired.
ଡେଲାଙ୍ଗ--- ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ମୁନିନ୍ଦା ଗ୍ରାମ ପଞ୍ଚାୟତର ସରକାରୀ ପ୍ରାଥମିକ ବିଦ୍ୟାଳୟ ମହନପୁରର ସହକାରୀ ଶିକ୍ଷକ ଭୀମସେନ ମଙ୍ଗରାଜଙ୍କ ସେବା ନିବୃତ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ସଭାପତିତ୍ବ କରିଥିଲେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ଡେଲାଙ୍ଗ ମଣ୍ଡଳର ସଭାପତି ମିଟୁ କିଶୋର ପ୍ରଧାନ। ଉକ୍ତ ସଭାରେ ଉପସ୍ଥିତ ଥିଲେ ସର୍ବଶ୍ରୀ ଗୋଲଖ ବିହାରି ବରାଳ, ଯୁଧିଷ୍ଠିର ପରିଡା ସହ ଶିକ୍ଷାଧିକାରୀ ଡେଲାଙ୍ଗ ମଣ୍ଡଳ, ଶେଷଦେବ ବାରିକ ସରପଞ୍ଚ ମୁନିନ୍ଦା ଗ୍ରାମ ପଞ୍ଚାୟତ, ଦୟାନୀଧି ମାର୍ଥା ଓ ଲୋକନାଥ ପରିଡା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ, ରମେଶ ଚନ୍ଦ୍ର ବଳବନ୍ତରାୟ, ମଙ୍ଗୁଳି ପରିଡା, ଅନନ୍ତ ଚରଣ ସାହୁ, ପବିତ୍ର ମୋହନ ପ୍ରଧାନ, ପ୍ରଦୀପ କୁମାର ସେଠୀ, ମଞ୍ଜୁଲତା ପ୍ରଧାନ, ବିଚିତ୍ରାନନ୍ଦ ନାୟକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସନ୍ଧ୍ୟା ରାଣି ଗଜେନ୍ଦ୍ର,ମହନପୁରର ଓ୍ଵାର୍ଡ ସଭ୍ୟା ଦୀପ୍ତି ରଞ୍ଜନ ଦଳେଇ ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ଓ ସମସ୍ତ ସଭ୍ୟ ସଭ୍ୟା, ଛାତ୍ର ଛାତ୍ରୀ ଓ ଗ୍ରାମବାସୀ ମାନେ ଉପସ୍ଥିତ ରହିଥିଲେ। ଉପସ୍ଥିତ ଅତିଥିମାନେ ଶ୍ରୀ ଭୀମସେନ ମଙ୍ଗରାଜଙ୍କ ଗୁଣଗାନ କରିବା ସହିତ ତାଙ୍କର କର୍ତ୍ତବ୍ୟ ନିଷ୍ଠା ଉପରେ ଆଲୋକପାତ କରିଥିଲେ।ବିଦାୟି ଶିକ୍ଷକଙ୍କୁ ମାନପତ୍ର ଓ ଉପଢ଼ୌକନ ପ୍ରଦାନ କରାଯାଇଥିଲା। ସର୍ବଶେଷରେ ଦୟାନିଧି ମାର୍ଥା ଧନ୍ୟବାଦ ଅର୍ପଣ କରିଥିଲେ। ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୩/୬/୨୦୨୨---୯,୪୦ Sakhigopal News,3/6/2022