ଜନକଲ୍ଯାଣ ଟ୍ରଷ୍ଟ ମାଧ୍ଯମରେ ଅସହାୟ ଙ୍କୁ ରନ୍ଧାଖାଦ୍ଯ ବଣ୍ଟନ
Distribution of cooked food to the needy through the Janakalyan Trust
ଜଟଣୀ --ଜନକଲ୍ଯାଣ ଟ୍ରଷ୍ଟ ଆନୁକୂଲ୍ଯରେ ଜଟଣୀ ଜନକଲ୍ଯାଣ ସଂଘର ସଦସ୍ଯ ଓ ସଂପାଦିକା ସନ୍ତୋଷୀ ଜାଲିଙ୍କ ନେତ୍ରୁତ୍ୱରେ ଖୋର୍ଦ୍ଧାରୋଡ ଷ୍ଟେସନ ପାଖରେ ବୁଲୁଥିବା ବାସହରା ଅସହାୟ ମାନଙ୍କୁ ରନ୍ଧାଖାଦ୍ଯ ବଣ୍ଟନ କରିଥିଲେ । ସଂଘର ପରାମର୍ଶ ଦାତା ଜଟାଧାରୀ ପ୍ରଧାନ,ମୁଖ୍ଯପରାମର୍ଶ ଦାତା ପ୍ରମୋଦ ମହାନ୍ତି ,ଆଇନ୍ ପରାମର୍ଶ ଦାତା ଶିବ ପ୍ରସାଦ ରଥ ଙ୍କ ସମେତ ଜଟଣୀର ସମାଜସେବୀ ବାବୁ ହୋତା ଓ ଜଟଣୀ ଜନକଲ୍ଯାଣ ସଂଘର ବରିଷ୍ଠ ସଦସ୍ଯ ସଂଘର କାର୍ଯ୍ଯକ୍ରମକୁ ସାଧୁବାଦ ଜଣାଇବା ସହ ଉପସ୍ଥିତ ରହି ସହୋଯୋଗ କରିଥିଲେ । ଟ୍ରଷ୍ଟର ଅଧ୍ଯକ୍ଷ ନବୀନ କୁମାର ମହାପାତ୍ର ଉକ୍ତ ବଣ୍ଟନ କାର୍ଯ୍ଯକ୍ରମ ଜଟଣୀରେ ପ୍ରତି ଗୁରୁବାର ଦିନ ଅନୁଷ୍ଠିତ ହେବ । ଅନ୍ଯ ସ୍ଥାନ ମାନଙ୍କ ପାଇଁ ବାର ସ୍ଥିର କରାଯିବ ବୋଲି କହିଛନ୍ତି |ସଂଘର ଉପସଭାପତି ନୀଲୁ ପଟ୍ଟନାୟକ ,ସହ ସଂପାଦକ ଜିତୁଘଡେଇ,କୋଷାଧ୍ଯକ୍ଷ ଭାରତୀ ପରିଡା,ସାଂସ୍କୁତିକ ସଂପାଦକ ସତ୍ଯବ୍ରତ ତ୍ରିପାଠୀ ବଣ୍ଟନ କାର୍ଯ୍ଯକୁ ତ୍ୱରାନ୍ୱିତ କରିବା ସହ ସଂଘର ସଦସ୍ଯ ଭବାନୀ ଶଙ୍କର ସୁରଜିତ୍,ଶୁରେସ ଜେନା,ଶ୍ରଦ୍ଧା କିନ୍ନର,ଏମ୍ ଡି କରିମ୍,ଶୁଭେନ୍ଦ୍ର ସତପଥୀ,ଏମ୍ ଡି ସାଜନ୍ ,ମମତା ବେହେରା,ମଧୁସ୍ମିତା ପାଣି ,ଦେବନାଥ ଦାସ,ସଂଗ୍ରାମ ସାହୁ,ଗୁଡୁ ସାହୁ,ରାକେଶ ପଣ୍ଡିତରାୟ,ଗଣେଷ ପରିଡା,ରାଜେସ ବାରିକ,ଶକ୍ତି ମହାନ୍ତୀ,ଗୁଡୁ ସାହୁ ଯୋଗଦାନ କରିଥିଲେ |
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୩/୬/୨୦୨୨-----୯,୫୦ Sakhigopal News 3/6/2022