ଟିଉସନରୁ ଫେରୁଥିବା ବେଳେ ନାବାଳିକାକୁ ଅପହରଣ. ଥାନରେ ଅଭିଯୋଗ
Kidnapping a minor while returning from tuition. Complaints to Thane
ସାକ୍ଷୀଗୋପାଳ----- ସତ୍ୟବାଦୀ ଥାନା ଅଞ୍ଚଳର ଜଣେ ନା ବାଳିକା ଟିଉସନ ସାରି ଘରକୁ ଫେରୁଥିବା ସମୟରେ ନିଉଜଗନ୍ନାଥ ରୋଡ ଦୋଖଣ୍ଡପୁର ଛକ ନିକଟରୁ ତାଙ୍କୁ ଚନ୍ଦନପୁର ଥାନା ଅଞ୍ଚଳର ଜଣେ ଯୁବକ ଅପହରଣ କରି ନେଇଛି । ନା ବାଳିକାକୁ ତାଙ୍କ ପରିବାର ଲୋକମାନେ ବିଭିନ୍ନ ସ୍ଥାନରେ ଖୋଜା ଖୋଜି କରିବା ପରେ କୌଣସି ପର୍ତ୍ତା ପାଇ ନଥିଲେ । ଶେଷରେ ସତ୍ୟବାଦୀ ଥାନାରେ ନିଖୋଜ ନା ବାଳିକାର ମା ଥାନାରେ ଅଭିଯୋଗ କରିଛି । ଅଭିଯୋଗକୁ ଗ୍ରହଣ କରି ସତ୍ୟବାଦୀ ଥାନାରେ ଏକ କେସରୁଜ କରାଯାଇ ତଦନ୍ତ ଜାରି ରହିଛି ବୋଲି ଆଇଆଇସି ବିଜୟ କେତନ ବେହେରାଙ୍କ ଠାରୁ ସୁଚନା ମିଳିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩/୬/୨୦୨୨---୫,୩୦ Sakhigopal News, 3/6/2022