ବଡ଼ ଧରଣର ଡକାୟତ ଯୋଜନା ପ୍ରସ୍ତୁତ ହେଉଥିବା ବେଳେ , ପୋଲିସ ପକ୍ଷରୁ ଚଢାଉ, 7 ଗିରଫ
While large robber plan is preparing a large robber plan, while the police are pouking, 7 arrows.
ଭଞ୍ଜନଗର – ଏକ ବଡ଼ ଧରଣର ଡକାୟତ ଯୋଜନା ପ୍ରସ୍ତୁତ ହେଉଥିବା ବେଳେ ଗଂଜାମ ଜିଲ୍ଲା ଭଂଜନଗର ଥାନା ପୋଲିସ ଏହି ଯୋଜନାକୁ ପଣ୍ଡା କରିଦେଇଛି । ଚଢ଼ାଉ ସମୟରେ ୭ ଜଣ ଡକାୟତଙ୍କୁ ଗିରଫ କରିବା ସହ ୭ ଜଣ ନାବାଳକ ଙ୍କୁ ଅଟକ ରଖି ବାଳ ସ୍ବଧାରଗୃହ କୁ ଚାଲାଣ କରିଛି ପୋଲିସ ।
ସେମାନଙ୍କ ଠାରୁ ୩ ଟି ଖଣ୍ଡା , ୩ ଟି ଜୀବନ୍ତ ବୋମା , ୩ ଟି ମୋଟର ସାଇକେଲରେ ଜବତ କରିଛି ପୋଲିସ । ଏହା ସହ ବିଭିନ୍ନ ଦୋକାନ ଓ ଘରୁ ଚୋରି ହୋଇଥିବା ୩୯ ଟି ବିଭିନ୍ନ ମୋବାଇଲ ଉଧାର କରିଛି ପୋଲିସ । ଭଞ୍ଜନଗର ଥାନାଧିକାରୀ ଧୀରେଶ କୁମାର ଦାସ ଙ୍କ ନେତୃତ୍ବରେ ଏହି ଚଢ଼ାଉ ହୋଇଥିଲା । ଏ ନେଇ ଭଞ୍ଜନଗର ଥାନା ପୋଲିସ ୬ ଟି ମାମଲା ରୁଜୁ କରିଛନ୍ତି । ଗିରଫ ଅଭିଯୁକ୍ତ ମାନେ ବିଭିନ୍ନ ଚୋରି , ଡକାୟତି ଓ ବିଭିନ୍ନ ଅପରାଧିକ ମାମଲାରେ ସଂପୃକ୍ତ ଥିବା ନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି ଭଂଜନଗର ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୩/୬/୨୦୨୨----୫,୪୦ Sakhigopal News,3/6/2022