40 ଲିଟର ଦେଶୀ ମଦ ଜବତ; ବେପାରୀ ଚମ୍ପଟ
40 liters of native wine seized; The merchant escaped.
ସାକ୍ଷୀଗୋପାଳ----- ସତ୍ୟବାଦୀ ଥାନା ଅନ୍ତର୍ଗତ ପେଣ୍ଠପଡା ଗ୍ରାମ ପଞ୍ଚାୟତର ଲେବୁଲକଂସ୍ରି ନିକଟ କେନାଲବନ୍ଦ ଉପରେ ଥିବା ଦଳିତ ବସ୍ତିର ଏକଘରୁ ୮ପେଟି ତଥା ୪୦ ଲିଟର ( ଆସ୍କାଫଟି) ଦେଶୀମଦ ସତ୍ୟବାଦୀ ପୋଲିସ ଜବତ କରିବାରେ ସଫଳ ହୋଇଛି । ପୁରୀ ଏସପି ନିର୍ଦ୍ଦେଶକ୍ରମେ ସତ୍ୟବାଦୀ ଥାନା ଆଇଆଇସି ବିଜୟ କେତନ ବେହେରାଙ୍କ ତତ୍ୱବଧାନରେ ଏଏସଆଇ କୃଷ୍ଣଚନ୍ଦ୍ର ବେହେରା ଚଡାଉ କରି୪୦ ଲିଟର ଦେଶୀ ମଦ ଜବତ କରିଛନ୍ତି । ମାତ୍ର ପୋଲିସ ଚଡାଉ କରିବା ଖବର ପାଇ ମଦ ବେପାରୀ ଜଣକ ସେଠାରୁ ଚମ୍ପଟ ମାରିଥିବର ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୨/୫/୨୦୨୨---୪,୧୦
Sakhigopal News, 12/5/2022