ମାହେଶ୍ଵରୀ ସେନା ପକ୍ଷରୁ ରକ୍ତଦାନ ଶିବିର
Blood donation camp on behalf of Maheshwari Sena.
ବରଗଡ଼--- ବରଗଡ ଜିଲ୍ଲା ଭେଡେନ ବ୍ଲକ ଲୁହାଖଣ୍ଡି ପଞ୍ଚାୟତର ହିରୋମୁଣ୍ଡା ଗ୍ରାମ ଠାରେ ମାହେଶ୍ଵରୀ ସେନା ପକ୍ଷରୁ ରାତ୍ର କାଳୀନ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଭେଡେନ ର ଅମୃତ କୁଟୁମ୍ରର ସହଯୋଗ କରିଥିଲେ । ଏହି ଶିବିରକୁ ବୁଲୁ ପଣ୍ଡା ଅନୁଷ୍ଠାନିକ ଉଦଘାଟନ କରିଥିଲେ। ଏଥିରେ ମୋଟ ୩୧ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ବରଗଡ ଜିଲ୍ଲା ରକ୍ତ ଭଣ୍ଡାର ର ଅମରଜିତ ମହାନ୍ତି, ଶ୍ରୀବତ୍ସ ସେଠ, ମହେନ୍ଦ୍ର ମେହେର ରକ୍ତ ସଂଗ୍ରହ କରି ଥିଲେ। ଏଥିରେ ଶ୍ରୀମତୀ ବିବେକ ଛନ୍ଦ, ରଶ୍ମିତା ଛନ୍ଦ, କର୍ଣ୍ଣ, ଦିବ୍ୟା ବେହେରା ପ୍ରମୁଖ ମହିଳା ମାନେ ରକ୍ତଦାନ କରିଥିଲେ। ଏହାସହିତ ଭେଡେନ ଅମୃତ କୁଟୁମ୍ ର ସଭାପତି ଆନନ୍ଦ ସୁନା, ରୁଦ୍ର ନାରାୟଣ ସାହୁ, ବଂଶୀଧର ବେହେରା ଉପସ୍ଥିତ ରହି ଶିବିର ପରିଚାଳନା ରେ ସହଯୋଗ କରିଥିଲେ। ହିରୋମୁଣ୍ଡା ସମସ୍ତ ସ୍ୱେଚ୍ଛାସେବୀ ଓ ଗ୍ରାମବାସୀ ସହଯୋଗ କରିଥିଲେ।