Breaking News

ଆରଆଇ କାର୍ଯ୍ୟାଳୟରୁ ଚୋରି ଅଭିଯୋଗରେ ଜଣେ ଗିରଫ

 One arrested on suspicion of theft from RI office.

 ସାକ୍ଷୀଗୋପାଳ----  ସତ୍ୟବାଦୀ ଥାନା ଅନ୍ତର୍ଗତ  ସଦାନନ୍ଦପୁର ଆରଆଇ କାର୍ଯ୍ୟାଳୟରୁ ୨୨ ତାରିଖ ରାତିରେ ଚୋରୀ ହୋଇଥିଲା ।ଏ ସମ୍ପର୍କରେ ଆରଆଇ ରଜତ କୁମାର ନାୟକ ସତ୍ୟବାଦୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ କ୍ରମେ ଆଗରୁ ଦୁଇଜଣଙ୍କୁ ପୋଲିସ ଗିରଫ କରିଥିଲେ ।  ଏହି କେସରେ ଜଡିତ  ସୁରେନ୍ଦ୍ର ଭୋଇଙ୍କୁ ଆଜି ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ଦିଲ୍ଲୀପ କୁମାର  ଧଳଙ୍କ ଠାରୁ ସୁଚନା ମିଳିଛି । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩/୩/୨୦୨୨—୯,୨୫  

 Sakhigopal News, 3/3/2022


Blog Archive

Popular Posts