Breaking News

ଡେଲାଙ୍ଗ ର ହୁମର ଗ୍ରାମରେ ଅଗ୍ନିକାଣ୍ଡ

A fire broke out in the village of Humar in Delang
ଡେଲାଙ୍ଗ ---- ଡେଲାଙ୍ଗ ଥାନା ଅନ୍ତର୍ଗତ ହୁମର ଗ୍ରାମର ତଳସାହିରେ ଅଗ୍ନିକାଣ୍ଡ ଘଟିଯାଇଛି । ଖବର ପାଇ ଡେଲାଙ୍ଗ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଏହି ଅଗ୍ନିକାଣ୍ଡ କୁ ରାଜନୈତିକ ହିଂସାକାଣ୍ଡ ବୋଲି ଆଲୋଚନା ହେଉଥିବା ଶୁଣିବାକୁ ମିଳୁଛି । ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ, ୧/୩/୨୦୨୨-- ୯,୪୫
Sakhigopal News,1/3/2022

Blog Archive

Popular Posts