Breaking News

ଅଗ୍ନିକାଣ୍ଡ ଘଟି ୫ ଗାଈ ଆହତ


 ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ କଳାପାହଡ ଗ୍ରାମର ବିଶ୍ୱନାଥ ମହାରଣା ଓ ତ୍ରିନାଥ ମହାରଣାଙ୍କ ଗୁହାଳ ଘରେ ଅଗ୍ନିକାଣ୍ଡ ଘଟି ଗୋଟିଏ ଗାଈ ଗୁରୁତର =ହୋଇଥିବା ବେଳେ ୪ଟି ଗାଈ ଆହତ ହୋଇଥିବା ଜଣାପଡିଛି । ମଶାଙ୍କ ପାଇଁ ଦିଆଯାଇଥିବା ଧୁଆଁରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି ।  ଗ୍ରାମାବସୀ ଓ ସତ୍ୟବାଦୀରୁ ଅଗ୍ନିଶମ  ବାହିନୀ  ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨/୧୦/୨୦୨୧--୯,୨୦  

Sakhigopal News, 2/1/2021

Blog Archive

Popular Posts