Breaking News

ପିପିଲି ଉପନିର୍ବାଚନ ଫଳାଫଳ ପ୍ରକାଶ,୧୩ ରାଉଣ୍ଡ ଶେଷ

ସାକ୍ଷୀଗୋପାଳ--- ପିପିଲି ଉପନିର୍ବାଚନ ଫଳାଫଳ ପ୍ରକାଶ ପାଇବା ଆରମ୍ଭ । ବିଜେଡି ୧୪,୨୧୨ଖଣ୍ଡ ଭୋଟ ୧୩ତମ ରାଉଣ୍ଡ ଗଣତି ସୁଦ୍ଧା ଆଗରେ ରହିଛନ୍ତି । ୧୪ ଗୋଟି ଟେବୁଲ ରେ ଗଣତି ହେଉଛି ।୨୫ ରାଉଣ୍ଡ ଗଣତି ହେବ । ବିଜେଡି ପାଇଛି---୫୦,୫୫୮ଖଣ୍ଡ , ବିଜେପି--- ୩୬,୬୬୮ ଖଣ୍ଡ ଓ କଂଗ୍ରେସ---୨୭୮୨ଖଣ୍ଡ ପାଇଥିବା ଜଣାପଡିଛି । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି,୩/୧୦/୨୦୨୧
Sakhigopal News,3/10/2021

Blog Archive

Popular Posts