Breaking News

ବାଲୁକା କଳା ମାଧ୍ୟମରେ ଶିବ ପାର୍ବତୀ ବିବାହ ଉତ୍ସବ ପ୍ରଦର୍ଶିତ


 ଭେଡେନ----- ବରଗଡ ଜିଲ୍ଲା ଭେଡେନ ବ୍ଲକର ଭେଡେନ ଗ୍ରାମର ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ କାର୍ତିକ ନାୟକ ବାଲୁକା କଳା ମାଧ୍ୟମରେ ଶୀତଳଷଷ୍ଠୀ ଯାତ୍ରା ଅବସରରେ  ଶିବ ପାର୍ବତୀଙ୍କ ବିବାହ  ବାଲୁକା କଳା ରେ ପ୍ରଦର୍ଶିତ କରିଛନ୍ତି। କାର୍ତିକ ନାୟକ ବାଲୁକାଶିଳ୍ପୀ କହନ୍ତି ସରକାରୀ ପ୍ରୋତ୍ସାହନ ମିଳେ ଏହି ବାଲୁକା କଳା ବହୁତ ଆଗକୁ ନେଇପାରିବେ। ସରକାରଙ୍କ ତରଫରୁ ବରଗଡ ଜିଲ୍ଲା ଠାରେ ବାଲୁକା କଳା ର ଯଦି ବିଦ୍ୟାଳୟ ଖୋଲା ଯାଏ ତାହା ହେଲେ ଆମ ଅଞ୍ଚଳର ବହୁତ ପିଲା ବାଲୁକା କଳା ଶିଖି ଦେଶ ବିଦେଶର ନାଁ ରଖିପାରନ୍ତେ ।  ଆଗାମୀ ଦିନରେ ବାଲୁକା କଳା ମାଧ୍ୟମରେ କରୋନା ସଚେତନତା ବାର୍ତ୍ତା ପ୍ରଦର୍ଶନ କରି ଲୋକପ୍ରିୟତା ହୋଇଥିଲେ । ଭେଡେନ ରୁ ଭବାନୀଶଙ୍କର ପାଢୀ ଙ୍କ ରିପୋର୍ଟ, ୧୫/୬/୨୦୨୧---୧,୫୦
 Sakhigopal News , 15/6/2021

Blog Archive

Popular Posts