Breaking News

ଏକାସଙ୍ଗେ ଦଶଟି ବ୍ରହ୍ମକମଳ ଫୁଲ ଫୁଟିଲା


 ସାକ୍ଷୀଗୋପାଳ ------- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତର ନରେନ୍ଦ୍ରପୁର ଗ୍ରାମର ବଳଭଦ୍ର ମହାପାତ୍ରଙ୍କ ଅଗଣାରେ ଗୁରୁବାର ରାତିରେ ଏକ ସଙ୍ଗେ ଦଶଟି ବ୍ରହ୍ମକମଳ ଫୁଲ ଫୁଟିଥିଲା । ଏବର୍ଷର ଏହି ଫୁଲ  ହେଉଛି ପ୍ରଥମ । ଲଘୁଚାପ ଜନିତ ବର୍ଷା ହେବାରୁ ଏହି ଫୁଲ ଫୁଟିଥିବ୍ରା ଶ୍ରୀ ମହାପାତ୍ର କହନ୍ତି । ପ୍ରତିବର୍ଷ  ଫୁଲ ଫୁଟିଲେ  ସେ ପୁରୀ ଜଗନ୍ନାଥ  ମନ୍ଦିର ସହିତ ସାକ୍ଷୀଗୋପିନାଥ ଦେବଙ୍କୁ ଦେବା ସହ ବିଭିନ୍ନ ମଠ ଓ ମନ୍ଦିର ମାନଙ୍କରେ ଦେଇଥାନ୍ତି । । ମାତ୍ର କରୋନା ଯୋଗୁ ଫୁଟିଥିବା ଫୁଲ  ଗୁଡିକ ଗ୍ରାମ ମନ୍ଦିରରେ ଦେଇଥିବା ଜଣାପଡିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୪/୬/୨୦୨୧---9, 25 

 Sakhigopal News , 4/6/2021

Blog Archive

Popular Posts