ଦେଶୀ ମଦ ଜବତ; ଜଣେ ଗିରଫ
ସାକ୍ଷୀଗୋପାଳ----- ପୁରୀ ଏସପିଙ୍କ ନିର୍ଦ୍ଦେଶ କ୍ରମେ ସତ୍ୟବାଦୀ ଥାନାର ଏଏସଆଇ ବୈଷ୍ଠବ ମହାରଣା ପ୍ରେଟୋଲିଂ କରୁଥିବା ସମୟରେ ବଡକାଞ୍ଜିଆ ଗ୍ରାମର ସୁକାନ୍ତ ବେହେରାଙ୍କ ଠାରୁ ୨୬ ବୋତଳ ଆସ୍ପଫଟି ଦେଶୀ ମଦ ଜବତ କରିଛନ୍ତି । ଥାନା କେସନଂ ୧୪୯/୨୦୨୧ରେ ଏକ କେସରୁଜ କରାଯାଇ ଗିରଫ କରାଯାଇଥିବା ଆଇଆଇସି ଦେବୀ ପ୍ରସାଦ ପାତ୍ରଙ୍କ ଠାରୁ ସୁଚନା ମିଳିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୬/୪/୨୦୨୧---୮,30