Breaking News

ସତ୍ୟବାଦୀ ବଜାରରେ ମାସ୍କ ଧରପଗଡ


 ସାକ୍ଷୀଗୋପାଳ ----- ସତ୍ୟବାଦୀ ବଜାରରେ ଲୋକମାନେ ଓ ବ୍ୟବସାୟୀ ମାନେ କେହି କରୋନା ନିୟମକୁ ମାନୁ ନାହାନ୍ତି । ଯାହାକି ସତ୍ୟବାଦୀରେ ଉଦବେଗ ପ୍ରକାଶ ପାଇଛି । ସତ୍ୟବାଦୀ ଥାନା ଓ ତହସିଲଦାରଙ୍କ ପକ୍ଷରୁ ସତ୍ୟବାଦୀର ବିଭିନ୍ନ ସ୍ଥାନରେ  ମାସ୍କ ଚେକିଂ କରାଯାଇ ପ୍ରାୟ ୪ହଜାର ଟଙ୍କା ଆଦାୟ କରାଯାଇଥିବା ଜଣାପଡିଛି ।   ସତ୍ୟବାଦୀ ପୁଲିସ ପକ୍ଷରୁ ମାସ୍କ ଧରପଗଡକୁ ଯୋରସୋର କରାଯାଇଛି । ଆଗକୁ ଏହି ଚଡାଉକୁ ଅଧିକ କରାଯିବ ବୋଲି ସତ୍ୟବାଦୀ ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ରଙ୍କ ଠାରୁ ସୁଚନା ମିଳିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୨/୪/୨୦୨୧----୫,୫୦

Blog Archive

Popular Posts