Breaking News

ଘର ଦୁଆର ମୁହଁରୁ ମଟର ସାଇକେଲ ଚୋରି

 ସାକ୍ଷୀଗୋପାଳ---- ସତ୍ୟବାଦୀ ଥାନା ଅନ୍ତର୍ଗତ ନୂଆଗାଁ ଗ୍ରାମର ସତ୍ୟନାରାୟଣ ମିଶ୍ରଙ୍କର ଏକ ମଟର ସାଇକେଲ ଚୋରି ହୋଇଯାଇଛି । ପ୍ରତିଦିନ ପରି ସେ ମଟର ସାଇକେଲଟିକୁ ତାଙ୍କ ଦାଣ୍ଡ ଦୁଆରେ ଚାବି ପକାଇ ରଖିଥାନ୍ତି । ସକାଳୁ ଦେଖିଲା ବେଳକୁ କେହି ଦୁବୁର୍ତ୍ତ ଚାବି ଭାଙ୍ଗି ମଟର ସାଇକେଲ ଚୋରି କରି ନେଇଥିବା ସମ୍ପର୍କେ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଗ୍ରହଣ କରି ଥାନାରେ ଏକ ମାମଲା ରୁଜ କରାଯାଇ ତଦନ୍ତ ଜାରି ରହିଛି । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୪/୪/୨୦୨୧----୫,୩୦ 

Blog Archive

Popular Posts