Breaking News

ବିଶ୍ୱ ପୁସ୍ତକ ଦିବସରେ ଗୀତ କୁଡିଆଣି ବେଲଦେଇ ପୁସ୍ତକ ଲୋକାର୍ପିତ


 ଡେଲାଙ୍ଗ---- ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ବୋଳକଣା ଗ୍ରାମର ନୀଳଚକ୍ର ପ୍ରକାଶନ ପକ୍ଷରୁ ବିଶ୍ୱ ପୁସ୍ତକ ଦିବସରେ ଗୀତକୁଡିଆଣି ବେଲଦେଇ ନାମକ ଏକ ପୁସ୍ତକ ଲୋକାର୍ପିତ ହୋଇଯାଇଛି । ଏହି ପୁସ୍ତକର ଲେଖକ ଫକୀର ଚରଣ ପାଢ଼ୀ । ମୁଖ୍ୟ ଅତିଥି ଭାବେ ସମାଜସେବୀ ଡ. କ୍ଷେତ୍ରବାସୀ ପ୍ରଧାନ, ଆଇନଜୀବୀ ହୃଷିକେଶ ପାଢ଼ୀ, ଦେବୀ ପ୍ରସାଦ ଦଳେଇଙ୍କ ଉପସ୍ଥିତିରେ ପୁସ୍ତକଟି ଲୋକାର୍ପିତ କରାଯାଇଥିଲା ।  ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୩/୪/୨୦୨୧----୭,୫୫

Blog Archive

Popular Posts