Breaking News

ସତ୍ୟବାଦୀରେ ପଶ୍ଚିମବଙ୍ଗ ଫେରନ୍ତା ; ଗ୍ରାମରେ ଉତ୍ତେଜନା

 ସାକ୍ଷୀଗୋପାଳ------  ସତ୍ୟବାଦୀ ବ୍ଳକରେ ଜଣେ  ପଶ୍ଚିମବଙ୍ଗ ଫେରନ୍ତା ଆସିଥିବା ଜଣାପଡିବା ପରେ ଗ୍ରାମରେ ଚାପ ଉତ୍ତେଜନା ପ୍ରକାଶ ପାଇଥିଲା ।  ଏହି ଖବର ସତ୍ୟବାଦୀ ବ୍ଳକ ପ୍ରଶାସନ ପାଖରେ ପହଞ୍ôଚବା ମାତ୍ରେ ସତ୍ୟବାଦୀ ତହସିଲଦାର, ମନୋଜ ନାୟକ, ବିଡିଓ କ୍ଷୀରୋଦ କୁମାର  ବେହେରା, ଆଇଆଇସି ଦେବୀ ପ୍ରସାଦ ପାତ୍ରଙ୍କ ସହିତ ମେଡିକାଲଏଟିମ ଉକ୍ତ ବ୍ୟକ୍ତିଙ୍କ ଘରେ ପହଞ୍ଚି  ସମସ୍ତ ତଥ୍ୟ ସଂଗ୍ରହ କରିଥିଲେ । ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା  ସମ୍ପକରେ ପଚାରି ବୁଝିଥିଲେ । ମାତ୍ର ରାଜ୍ୟ ସରକାରଙ୍କ କରେନା ଗାଇଡି ଲାଇନ ଅନୁସାରେ ୧୪ ଦିନ ପାଇଁ  ବଳରାମପୁରଗଡ ପଞ୍ଚାୟତରେ ଥିବା କୋଭିଡ -୧୯ ସେଣ୍ଟରରେ ରଖାଯାଇଥିବା ଜଣାପଡିଛି ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୩/୪/୨୦୨୧----୮,୩୫


Blog Archive

Popular Posts