Breaking News

ଯଶୁଆପୁର ପଞ୍ଚାୟତର ବିଜେଡି ସଭାପତିଙ୍କର ମୃତ୍ୟୁରେ ଡେଲାଙ୍ଗରେ ଶେକସଭା


 ଡେଲାଙ୍ଗ ----ଡେଲାଙ୍ଗ ବ୍ଳକ ବିଜେଡି ସଭାପତି ବୈରାଗୀ ଜେନାଙ୍କ ଅଧ୍ୟକ୍ଷତାରେ କୃଷକ ଭବନ ପରିସରରେ କୋଭିଡ-୧୯ ଆଇନ ଅନୁଯାୟୀ ପିପିଲି ବ୍ଳକର ଯଶୁଆପୁର ଗ୍ରାମ ପଞ୍ଚାୟତର ବିଜେଡି ସଭାପତି ଦୀଲ୍ଲୀପ ଦାଶଙ୍କର ଅକାଳ ମୃତ୍ୟୁରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି ।  ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନଟନୀରବ ପ୍ରାର୍ଥନା କରାଯାଇଥିଲା । ଏଥିରେ ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ, ବିଜେଡି ମହିଳା ସଭାନେତ୍ରୀ ବାସନ୍ତୀ ସାହୁ, କାଳନ୍ଦୀ ଜେନା, ପ୍ରଭାତ ଜେନା, ବାସୁଦେବ ଜେନା, ନରେନ୍ଦ୍ର ପରିଡାଙ୍କ ସହିତ ବିଭିନ୍ନ ସରପଞ୍ଚ ସମିତିସଭ୍ୟ ମାନେ ଉପସ୍ଥିତ ରହିଥିଲେ । 

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୮/୪/୨୦୨୧---୮,୦୦

Blog Archive

Popular Posts