Breaking News

ସାକ୍ଷୀଗୋପିନାଥ ଦେବଙ୍କ ବରିଷ୍ଠ ସେବାୟତଙ୍କର ପରଲୋକ


  ସାକ୍ଷୀଗୋପାଳ ---- ସାକ୍ଷୀଗୋପିନାଥ ଦେବଙ୍କର ବରିଷ୍ଠ ସେବାୟତ ବାଲୁଙ୍କେଶ୍ୱର ନନ୍ଦଙ୍କର ୮୦ ବୟସରେ ପରଲୋକ ହୋଇଯାଇଛି । ସେବକସାହି ନିଜ ବାସଭବନରେ ବାଧ୍ୟକଜନିତ ରୋଗରେ  ଘରେ ରହି ଚିକିତ୍ସା ହେଉଥିଲେ । ତାଙ୍କର ମୃତ୍ୟୁ ହେବା ପରେ ମନ୍ଦିରରୁ ଅଗ୍ନି ଯିବାପରେ ଶବ ସତ୍କାର କରାଯାଇଥିଲା । 

  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୧/୪/୨୦୨୧----୫,୨୦ 

Blog Archive

Popular Posts