Breaking News

ପୂର୍ବ ଶତୁତାକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡାଗୋଳ

 ସାକ୍ଷୀଗୋପାଳ---- ସତ୍ୟବାଦୀ ଥାନା ଶୁକଳ ଗ୍ରାମ ପଞ୍ଚାୟତର ବଡପଡା ଗ୍ରାମର ପ୍ରଦୀପ କିଶୋର ବରାଳଙ୍କୁ ସେହି ଗ୍ରାମର ଅନନ୍ତ କୁମାର ବିଶ୍ୱାଳ ପୂର୍ବ ଶ୍ରତୁତାକୁ ନେଇ ବକାବନା ସହ ମାରପିଟ କରିଥିବା ନେଇ ସତ୍ୟବାଦୀ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗକୁ ଗ୍ରହଣ କରି ସତ୍ୟବାଦୀ ଥାନାରେ ଏକ କେସରୁଜ କରାଯାଇ ତଦନ୍ତ ଜାରି ରହିଛି । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୪/୪/୨୦୨୧----୫,୩୫ 

Blog Archive

Popular Posts