୩୦ ଜଣ ଅମାନିଆଙ୍କ ଠାରୁ ୩ହଜାର ଆଦାୟ
ସାକ୍ଷୀଗୋପାଳ,-----ରାଜ୍ୟରେ କରୋନା ମାଡି ଚାଲିଛି । ରାଜ୍ୟ ସରକାର ଲୋକମାନଙ୍କୁ କରୋନା ଆଇନ ମାନିବାକୁ ଯେତେ ସଚେତନତା କଲେ ମଧ୍ୟ କିଛି ଆମାନିଆ କିଛି ମାନୁ ନାହାନ୍ତି । ଏହାକୁ ନଜର କରି ସତ୍ୟବାଦୀ ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ର ସଦଳବଳେ ବିଭିନ୍ନ ସ୍ଥାନରେ ଚଡାଉ କରି ମାସ୍କ ବ୍ୟବହାର କରିନଥିବା ୩୦ ଜଣ ଅମାନିଆଙ୍କ ଠାରୁ ୩ହଜାର ଟଙ୍କା ଜୋରିମାନ ଆଦାୟ କରାଯାଇଥିବା ଜଣାପଡିଛି ।
Sakhigopal News , D Senapati, 29/4/2021---6,45