Breaking News

ସତ୍ୟବାଦୀରେ ୧୭୪ ଜଣ କରୋନା ପଜେଟିଭି ଚିହ୍ନଟ

  ସାକ୍ଷୀଗୋପାଳ---- ସାକ୍ଷୀଗୋପାଳରେ ୧୭୪ ଜଣ କରୋନା ପଜେଟିଭ ବିଭିନ୍ନ ଗ୍ରାମ ପଞ୍ଚାୟତରୁ ଚିହ୍ନଟ ହୋଇଥିବା ମେଡିକାଲ ସୁତ୍ରରୁ ଜଣାପଡିଛି । ଏହା ପ୍ରତିଦିନ ସଂଖ୍ୟା ବଡିବାରେ ଲାଗିଛି । ଏତେ ପରେ ବି ଲୋକମାନେ କିଛି ମାନୁ ନାହାନ୍ତି । ଯାହାକି ରୋଗ ବଡିବାରେ ସକ୍ଷମ ହୋଉଛି ବୋଲି ଜଣାପଡିଛି । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୬/୪/୨୦୨୧----୮,୫୦

Blog Archive

Popular Posts