କୋଭିଡ-୧୯ ଆଇନ ଖିଲାପ; ଲୁଗାଦେକାନ ଓ ଗ୍ରୋସରୀ ଦେକାନ ସିଲ
ସାକ୍ଷୀଗୋପାଳ----- ସାକ୍ଷୀଗୋପାଳରେ କୋଭିଡ-୧୯ ଆଇନ ସଚେତନତା ଯେତେ କରାଗଲେ ମଧ୍ୟ ବ୍ୟବସାୟୀ ଓ ଜନସାଧାରଣ କେହି ମାନୁ ନଥିବାର ଦେଖାଯାଇଛି । ଏହାକୁ ନଜର କରି ସତ୍ୟବାଦୀ ପ୍ରଶାସନ ପକ୍ଷରୁ ଶୁକ୍ରବାର ସାକ୍ଷୀଗୋପାଳ ବଜାରରେ ଏକ ଲୁଗା ଦେକାନ ଓ ଜୟପୁର ଛକରେ ଏକ ଗ୍ରୋସରୀ ଦେକାନ କାଞ୍ଜିଆ ଗ୍ରାମ ନିଖଟରେ ଥିବା ଏକ ଗ୍ୟାରେଜ କୋଭିଡ-୧୯ଆଇନ ନ ମାନିବାରୁ ସେମାନଙ୍କ ଦେକାନ ସିଲ କରାଯାଇଛି । ସତ୍ୟବାଦୀ ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ରଙ୍କ ସହିତ ଏଏସଆଇ ମଞ୍ଜୁଲତା ଦେଇ , କୃଷ୍ଣଚନ୍ଦ୍ର ଦାସ ଓ ଅତିରିକ୍ତ ତହସିଲଦାର ମୌସୁମି ମିଶ୍ର ଚଡାଉ 6 । ସେହିପରି କେତେକ ଦେକାନୀଙ୍କ ଠାରୁ ବଡ ଧରଣର ଫାଇନି ଆଦାୟ କରାଯାଇଥିବା ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩୦/୪/୨୦୨୧---୯,୨୫
Sakhigopal News ,30/4/2021--++9,25