>>
  • ସରକାରୀ ପୋଷ୍ଟ ଅଫିସରେ ପଶି ଆସବପତ୍ର ଭଙ୍ଗାରୁଜା ଓ ମହିଳା କର୍ମଚାରୀଙ୍କୁ ଅସଦାଚରଣ ଅଭିଯୋଗରେ ଦୁଇ ଯୁବକ ଗିରଫ
  • >>
  • ବେକରେ ରସି ଲଗାଇ ବିବାହିତ ମହିଳା ଆତ୍ମହତ୍ୟା କାରଣ ଅସ୍ବଷ୍ଠ
  • >>
  • ତାରାସିଙ୍ଗି ବନାଞ୍ଚଳରେ ସମ୍ବର ଶିକାର.ଦୁଇ ଶିକାରୀ ଗିରଫ , ମାଂସ,ଶିଙ୍ଗ ଓ କାତି ଜବତ, ଦୁଇ ଫେରାର
  • >>
  • ସରିଲା ଦେବ ବିବାହ ଓ ସମ୍ବଲପୁରର ମହାପର୍ବ ଶୀତଳ ଷଷ୍ଠି ;ସମ୍ବଲପୁର ଦେଖାଇଲା ମାନବୀୟ ମହାନତାର ମହାପର୍ବ
  • >>
  • ନିଷ୍ଠା ପରିବାର ତରଫ ରୁ ଜାତୀୟ କେନସର ସର୍ଭାଇଭର ଡେ ପାଳିତ
  • >>
  • ଘୁମୁସର ବରିଷ୍ଠ ନାଗରିକ ମଞର ବୈଠକ ଭଞ୍ଜନଗର
  • >>
  • ଶାନ୍ତିସ୍ରୋତ ଭବନରେ ନିଶାମୁକ୍ତ ଦିବସ ପାଳିତ
  • >>
  • ଓଡ୍ର ଖଣ୍ଡାୟତ କାଳଞ୍ଜି ସମାଜର ପ୍ରତିଭା ସମ୍ମlନ 2025 ପାଇଁ ପ୍ରସ୍ତୁତି ବୈଠକ
  • >>
  • ରାଜରାଣୀ' ଏକ୍ସପ୍ରେସ ଟ୍ରେନରୁ ଉଦ୍ଧାର ; ପରିବାର ସଦସ୍ୟଙ୍କୁ ଟଙ୍କାର ପ୍ରଲୋଭନ ଦେଖାଇ ନିରୀହ ବାଳିକାଙ୍କୁ ବିଦେଶ ଚାଲାଣ ଅଭିଯୋଗ
  • >>
  • ଶାରୀରିକ ସୁସ୍ଥତାକୁ ପ୍ରୋତ୍ସାହିତ କରି, ଖୋର୍ଦ୍ଧା ରୋଡ୍ ହାଫ୍ ମାରାଥନ୍ , ଅର୍ଜୁନ ପୁରସ୍କାରପ୍ରାପ୍ତ ଦୂତୀ ଚାନ୍ଦ ହାଫ୍ ମାରାଥନକୁ ପତାକା ଦେଖାଇ ଶୁଭାରମ୍ଭ କଲେ
  • >>
  • ସତ୍ୟବାଦୀ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ୟୁନିଅନ୍ ସଭାପତି ଙ୍କର ସରକାରୀ ସେବା ନିବୃତ୍ତି
  • ଘୋରଡିଆର ବାରବାଟିରେ ୩୯ତମ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ


     ଡେଲାଙ୍ଗ----- ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ସାଉରିଆ ଗ୍ରାମ ପଞ୍ଚାୟତର ଘୋରଡିଆ ଗ୍ରାମରେ ଥିବା ବାରବାଟି ଯଜ୍ଞାଶ୍ରମ ପୀଠରେ ୩୯ତମ ବିଶ୍ୱଶାନ୍ତି ମହାଯଜ୍ଞ ଆରମ୍ଭ ହୋଇଛି । ପ୍ରଥମ ଦିବସରେ କଳସ ଯାତ୍ରା ବିଧି ଅନୁସାରେ କରାଯାଇଥିଲା । ଯଜ୍ଞାପୀଠର ତତ୍ୱାବଧାରକ ମହେନ୍ଦ୍ର ଶ୍ରୀଚନ୍ଦନନଙ୍କ ନେତୃତ୍‌୍ୟରେ ଯଜ୍ଞ ପରିଚାଳନାକମିଟିର ସହଯୋଗରେ ୨୫ଜଣ ବ୍ରତୀ ଓଉପଡା ସ୍ଥିତ ପଦ୍ମ ପୁଷ୍ପରଣୀରୁ ଘଟ ବୁଡାଇଥିଲେ । ନାମ ସଂକୀର୍ତ୍ତନ କରାଯାଇ ଗ୍ରାମ ପରିକ୍ରମା କରିବା ପରେ ଯଜ୍ଞମଣ୍ଡପରେ ଘଟ ସ୍ଥାପନ କରାଯାଇଥିଲା । ମୁଖ୍ୟ ପୁରୋଧା ମୃତ୍ୟୁଞ୍ଜୟ ମିଶ୍ର ଓ ସାଥୀ ମାନଙ୍କ ସହଯୋଗରେ ସୂର୍ଯ୍ୟପୂଜା, ଯଜ୍ଞମଣ୍ଡପ  ପୂଜା, ସର୍ବ ଦେବାଦେବୀ ଆବାହନ, ଅଗ୍ନିସ୍ଥାପନ କରାଯାଇଥିଲା । ଯଜ୍ଞରେ କର୍ତ୍ତା ଓ କର୍ତ୍ତି ଭାବେ ଦିଲ୍ଲୀପ କୁମାର ବଳିୟାରସିଂହ ଓ ବିଜୟଲକ୍ଷ୍ମୀ କାର୍ଯ୍ୟ ତୁଲାଇଥିଲେ । କରୋନା ଗାଇଡି  ନିୟମ ମାନି ସମସ୍ତ କାର୍ଯ୍ୟ କରାଯିବ ବୋଲି ଯଜ୍ଞ ପରିଚାଳନା କମିଟି ପକ୍ଷରୁ ସୁଚନା ମିଳିଛି ।

    ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୧/୪/୨୦୨୧----୮,୩୫

    Blog Archive

    Popular Posts