Breaking News

କଂଗ୍ରେସ ପିପିଲି ଉପନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କଲା


ଡେଲାଙ୍ଗ----ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର ହେଲେ ପିପିଲି ଉପ ନିର୍ବାଚନର କଂଗ୍ରେସ ପ୍ରାର୍ଥୀ । ଆଜି ଅପରାହ୍ନରେ ରାଜ୍ୟ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ଘୋଷଣା କରାଯାଇଛି । ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି, ୨୨/୪/୨୦୨୧--- ୮,୪୫

Blog Archive

Popular Posts