Breaking News

ଟ୍ରାକ୍ଟରରୁ ପଡି ନାବାଳକ ମୃତ୍ୟୁ


କନ୍ଧମାଳ-ଟ୍ରାକ୍ଟର ଡାଲାରୁ ଖସିପଡି ଏକ ନାବାଳକର ମୃତ୍ୟୁ ଘଟିଛି । ବାଲିଗୁଡା ବ୍ଳକ ଅନ୍ତର୍ଗତ ଡାମିକିଆ ଛକ ଏକ ଟ୍ରାକ୍ଟର ନଂ OD12B-2584ଟ୍ରାକ୍ଟର ଡାଲାରୁ ପଡି ୧୪ବର୍ଷର ନାବାଳକର ମୃତ୍ୟୁ ଘଟିଥିବା ସୂଚନା   ମିଳିଛି । ମୃତ ନାବାଳକର ନାମ ରାହୁଲ ଦିଗାଳ,ଘର ସଲପଯୋଡିର ବୋଲି ଜଣାପଡିଛି । ଏଭଳି ଦଃଖଦ ଦୁର୍ଘଟଣାରେ ସେହି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି  । ଖବର ପାଇ ପୋଲିସ ସେଠାରେ ପହଞ୍ଚି ମୃତ୍ୟୁ ଦେହକୁ ଜବତ କରି ବ୍ୟବଚ୍ଛେଦ ୈ ପଠାଇଛନ୍ତି । ଦୁର୍ଘଟଣା ଗସ୍ତ ଗାଡି କୁ ଜବତ କରାଯାଇଛି । କନ୍ଧମାଳ ରୁ ମନୋଜ କୁମାର ପଣ୍ଡା,୨୬/୪/୨୦୨୧-----,୯,୩୦

Blog Archive

Popular Posts