୫୦ ଲକ୍ଷ ଟଙ୍କା ଜବତ କଲା ପୁଲିସ
ପିପିଲି---- ପିପିଲି ତରାକାଜ ଛକରୁ ୫୦ ଲକ୍ଷ ଟଙ୍କା ଜବତ କଲା ପୁଲିସ । ପଲସରରେ ଯାଉଥିବା ୨ ବାଇକ ଆରୋହୀଙ୍କ ଠାରୁ ଟଙ୍କା ଜବତ କରାଯାଇଛି । ପୁଲିସର ରୁଟିନ ଚେକିଂ ବେଳେ ଧରାପଡ଼ିଲେ ଦୁଇ ଯୁବକ । ଉଭୟ ଯୁବକ ବଳଙ୍ଗା ଅଞ୍ଚଳର ହୋଇଥିବା ସୂଚନା ମିଳିଛି । ଏହି ଟଙ୍କା ପିପିଲି ଉପନିର୍ବାଚନ ପାଇଁ ଆସୁଥିବା ପୁଲିସ ସନ୍ଦେହ କରିଛି । ଅଧିକ ତଦନ୍ତ ଜାରି ରହିଛି । ଧୀରେନ୍ଦ୍ର ସେନାପତି, ୫/୪/୨୦୨୧--- ୩,୪୦