ଏବେ ଜଳୁଛି ବରୁଣେଇ ସଂରକ୍ଷିତ ଜଙ୍ଗଲ
ଜଟଣୀ--- ଗଡଖୋର୍ଧା ନିକଟସ୍ଥ ସଂରକ୍ଷିତ ବରୁଣେଇ ପାହାଡ଼ ପାଦଦେଶରେ ଥିବା ଜଙ୍ଗଲରେ ଲାଗିଛି ନିଆଁ । ଘଟଣା ସ୍ଥଳରେ ଖୋର୍ଦ୍ଧା ଅଗ୍ନିଶ୍ରମ ବିଭାଗର ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି । କିନ୍ତୁ ଜଙ୍ଗଲରେ ବିଭିନ୍ନ ସ୍ଥାନରେ ନିଆଁ ଲାଗିଥିବା ସହିତ ନିଆଁର ପ୍ରକୋପ ଅତି ତୀବ୍ରତର ଥିବାରୁ ଆୟତ୍ତ କରିବା କାଠିକର ପାଠ ହୋଉଥିବା ଜଣାପଡିଛି ।
ଜଟଣୀ -ରଙ୍ଗନାଥ ବେହେରା, ୧୪/୩/୨୦୨୧----୪,୪୦