Breaking News

ଅନ୍ତଃରାଷ୍ଟ୍ରୀୟ ମହିଳା ଦିବସ ଅବସରରେ ମହିଳା ସଙ୍ଗଠନର ବାର୍ଷିକୋତ୍ସବ


ବ୍ରହ୍ମପୁର---ଅନ୍ତଃରାଷ୍ଟ୍ରୀୟ ମହିଳା ଦିବସ ଉପଲକ୍ଷେ ସ୍ବୟଂସିଦ୍ଧା ମହିଳା ସଂଗଠନ ତରଫରୁ ବ୍ରହ୍ମପୁର ସ୍ଥିତ ପାଣ୍ଡବ ନଗର ଠାରେ ସଭାନେତ୍ରୀ ଶ୍ରୀମତୀ ବବିତା ପାତ୍ରଙ୍କ ସଭାପତିତ୍ବରେ ବାର୍ଷିକୋତ୍ସବ ପାଳିତ ହୋଇଯାଇଛି । ମହିଳା ମାନଙ୍କୁ ସମାଜରେ ସୁରକ୍ଷା, ଅଧିକାର ଓ ସ୍ବାଭିମାନର ସହ ରହିବା ପାଇଁ ସ୍ବୟଂସିଦ୍ଧା ମହିଳା ସଂଗଠନ କାମ କରି ଆସୁଛି। ଏହି କାର୍ଯ୍ୟକ୍ରମରେ ସମ୍ପାଦିକା ଅନୁରାଧା ସାହୁଙ୍କ ସହ ବହୁ ସଂଖ୍ୟାରେ ମହିଳା ଉପସ୍ଥିତ ଥିଲେ।
ବ୍ରହ୍ମପୁର ରୁ ଅଶେଷ କୁମାର ପାତ୍ରଙ୍କ ରିପୋର୍ଟ,୯/୩/୨୦୨୧----୪,୦୦

Blog Archive

Popular Posts