Breaking News

ତୃତୀୟ ଶ୍ରେଣୀ ମେଧା ବୃତ୍ତି ପରୀକ୍ଷା ରେ ଦୁଇ ଛାତ୍ର ଛାତ୍ରୀ


ସାକ୍ଷୀଗୋପାଳ ନିଉଜ୍ :- ଭେଡେନ ରୁ ଭବାନୀଶଙ୍କର ପାଢୀ ଙ୍କ ରିପୋର୍ଟ
ବରଗଡ ଜିଲ୍ଲା ଭେଡେନ ବ୍ଲକ ୨୦୨୧, ୨୨ ହୋଇ ଥିବା ତୃତୀୟ ଶ୍ରେଣୀ ମେଧା ବୃତ୍ତି ପରୀକ୍ଷା ରେ ରାଷ୍ଟ୍ରୀୟ ଶିକ୍ଷ ବିକାଶ ପୂର୍ଣ୍ଣାଙ୍ଗ ବିଦ୍ୟାଳୟ ଥୁଆପାଲି ର ଶ୍ରୀମାନ ସାହିଲ ନଈ ଓ ସୁଶ୍ରୀ ଲିସାରାଣୀ ଦାସ କୃତକାର୍ଯ୍ୟ ହୋଇ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏଥି ପାଇଁ ଅଞ୍ଚଳରେ ଖୁସି ଲହରୀ ଖେଲିଯାଇଛି ।ଏହା ସହିତ ବିଦ୍ୟାଳୟ ର ସମସ୍ତ ଛାତ୍ରଛାତ୍ରୀ, ଗୁରୁମା, ଗୁରୁଜୀ, ପ୍ରଧାନ ଆଚାର୍ଯ୍ଯ, ଅଭିଭାବକ ମହଲରେ ଆନନ୍ଦ ପ୍ରକାଶ ପାଇଛି। ଆଗାମୀ ଦିନରେ ଦୁଇ ପିଲାଙ୍କର ଭବିଷ୍ୟତ ଉଜ୍ୱଳ ହେଉ ବୋଲି ସମସ୍ତେ କାମନା କରିଛନ୍ତି।
ଭେଡେନ ରୁ ଭବାନୀଶଂକର ପାଢୀ କଂ ରିପୋର୍ଟ ,୫/୩/୨୦୨୧----୬,୪୦

Blog Archive

Popular Posts