Breaking News

ସତ୍ୟବାଦୀରେ ଲଘୁଚାପ ଜନିତ ବର୍ଷା ଆରମ୍ଭ

ସାକ୍ଷୀଗୋପାଳ --- ସତ୍ୟବାଦୀରେ ସୋମବାର ଦିନ ସକାଳୁ ପାଗ ମେଘୁଆ ରହିବା ସହ ସାମାନ୍ୟ ଝିପି ଝିପି ବର୍ଷା ହୋଇଥିଲେ ମଧ୍ୟ ପାଗ ଶୁଖିଲା ରହିଥିଲା  । ସଂଧ୍ୟା ପରେ ପାଗରେ ପରିବର୍ତ୍ତନ ଦେଖା ଦେଇଛି । ବର୍ଷା କିଛି ସମୟ ପାଇଁ ହୋଇଛି । ଲୋକମାନେ ଅସ୍ୟହ ଗରମରୁ କିଛି ମାତ୍ରାରେ ରକ୍ଷା ପାଇଛନ୍ତି  । ବର୍ଷା ଆରମ୍ଭ ହେବା କ୍ଷଣି ବଜାର ପୁରା ଜନଶୁନ୍ୟ ହୋଇଯାଇଛି  ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି


Blog Archive

Popular Posts