Breaking News

ବିଦ୍ୟାଳୟରେ ବୃକ୍ଷ ରୋପଣ

ଡେଲାଙ୍ଗ- ---  ରାଧାମୋହନ ଦେବ ଉଚ୍ଚ ବିଦ୍ୟାପିଠ ଗଙ୍ଗପୁର ପାଟଣା ପରିସରରେ ମେକଇନ ଇଣ୍ଡିଆ ଆଣ୍ଡ ମିଡିଆ ପରିବାର ଏବଂ ଜାତୀୟ ସବୁଜ ବାହିନୀ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ହରପ୍ରିୟା ନନ୍ଦ ଏବଂ ମେକଇନ ଇଣ୍ଡିଆ ପରିବାର ÷ଅଧ୍ୟକ୍ଷ ତଥା ସାମ୍ବାଦିକ ଦିଲ୍ଲିପ କୁମାର ଧାଉଡିଆ ଶୁଭାରମ୍ଭ କରିଥିଲେ  ।  ବୃକ୍ଷ ରୋପଣ କରିବା ଦ୍ୱାରା ପରିବେଶ ସୁରକ୍ଷା କରାଯାଇ ପାରିବ ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କ୍ରିଡା ଶିକ୍ଷକ ଆର୍ତ୍ତତ୍ତ୍ରାଣ ମହାନ୍ତି ଶିକ୍ଷକ ଧୃବ ଚରଣ ଛୋଟରାୟ ,ଜାତିୟ ସବୁଜ ବାହିନିର ସଦସ୍ୟ ଲଡୁକେଶର ସାମନ୍ତରା. ଲକ୍ଷ୍ମିପ୍ରିୟା ମହାନ୍ତି ,ବିଷ୍ଣୁ ପ୍ରିୟା ସାହୁ ପ୍ରମୁଖ ଉପସ୍ଥିତ ରହିିଥିଲେ   ।
 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts