Breaking News

ରେଳଧାରଣା ନିକଟରୁ ଅଜଣା ମୃତଦେହ ଉଦ୍ଧାର


ଜଟଣୀ : ଜଟଣୀ ଥାନା ଅନ୍ତର୍ଗତ ଖୋର୍ଦ୍ଧାରୋଡ଼ ଓ ରେତଙ୍ଗ ରେଳ ଷ୍ଟେସନ ମଝାମଝି ବାଇରଙ୍ଗ ଗ୍ରାମ ନିକଟରେ ଯାଇଥିବା ରେଳଧାରଣା କଡ଼ରୁ ଏକ ଅଜଣା ବ୍ୟକ୍ତିଙ୍କ ଗଳିତ ଶବକୁ ପୁଲିସ ଉଦ୍ଧାର କରି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ପାଇଁ ବ୍ୟବଚ୍ଛେଦ ନିମନ୍ତେ ପଠାଇଥିବା ଜଣାଯାଇଛି l ଏ ନେଇ ଥାନାରେ ୩୮/୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି l ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୧/୧୦/୨୦୨୩----୮,୫୫ Sakhigopal News,11/10/2023

Blog Archive

Popular Posts