ମୋ ମାଟି ମୋ ଦେଶ
ଖୋର୍ଦ୍ଧା-ଜଟଣୀ ----ଭାରତ ତିଦ୍ଦତ ସୀମା ପୋଲିସ ବଲ୍ ୪୧ଦ୍ଵାରା "ମୋ ମାଟି ମୋ ଦେଶ' ଅଭିଯାନ ଆନୁକୁଲ୍ୟରେ ଦେଶବ୍ୟାପି ପ୍ରତେକ ଗ୍ରାମରୁ ମାଟି ସଂଗ୍ରହ କରିବା ସହିତ ମାଟିକୁ ଦିଲ୍ଲୀ ପହଞ୍ଚାଇବା ପାଇଁ ବ୍ୟବସ୍ଥା କରାଯାଇଛି। ଏହି କାର୍ଯ୍ୟକ୍ରମ ଜଟଣୀରେ ଆୟୋଜନ କରାଯାଇଥିଲା।
କାର୍ଯ୍ୟକ୍ରମରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ "ନେହେରୁ ଯୁବକେନ୍ଦ୍ର"ର ସଦସ୍ୟ ମାନେ ଭାଗ ନେଇଥିଲେ। ୪୧ବାହିନୀ ସେନାନୀ ଙ୍କ ନିର୍ଦ୍ଦେଶାନୁସାରେ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନରୁ ସଂଗୃହୀତ ମାଟିକୁ ଦିଲ୍ଲୀ ପହଞ୍ଚାଇବା ଉଦ୍ଦେଶ୍ୟରେ ଜଟଣୀ ବିଡ଼ିଓ ସରୋଜ ରାଉତଙ୍କୁ ୪୧ବାହିନୀର ପଦାଧିକାରୀ ଙ୍କ ଦ୍ଵାରା ସଂଗୃହୀତ ମାଟିକୁ ହସ୍ତାନ୍ତର କରଯାଇଥିଲା। ଏହି କାର୍ଯ୍ୟକ୍ରମରେ ବ୍ଲକର ପଦାଧିକାରୀ, କର୍ମଚାରୀ, ଗ୍ରାମବାସୀ ଓ ୪୧ବାହିନୀର ପଦାଧିକାରୀ ମାନେ ଉପସ୍ଥିତ ଥିଲେ।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୪/୧୦/୨୦୨୩---୮,୫୫ Sakhigopal News,14/10/2023
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୪/୧୦/୨୦୨୩---୮,୫୫ Sakhigopal News,14/10/2023