Breaking News

ଧର୍ମ ପରାୟଣ ମହିଳାଙ୍କ ପରଲୋକ



ଭଞ୍ଜନଗର:-ଭଞ୍ଜନଗର ଏନ ଏ ସି ର ପୂର୍ବତନ କର୍ମଚାରୀ ସ୍ବର୍ଗତ ବଳଭଦ୍ର ପତି ଙ୍କ ଧର୍ମପତ୍ନୀ ବିଷ୍ନୁପ୍ରିୟା ପତିଙ୍କର ତୁଳସୀପଲ୍ଲୀ ଠାରେ  ପରଲୋକ ହେଇଯାଇଛି l ମୃତ୍ୟୁ ବେଳକୁ ତାଙ୍କୁ 82 ବର୍ଷ ବୟସ ହୋଇଥିଲା l ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ସ୍ଥାନୀୟ ଚିକିତ୍ସାଳୟ  ରେ ଚିକିତ୍ସିତ  ହେଉଥିଲେ  l ମୃତ୍ୟୁ ଶର୍ଯ୍ୟା ନିକଟରେ ତାଙ୍କର ବଡ ପୁଅ  ସାହିତ୍ୟିକ ଅରୁଣାଞ୍ଚଳ ପତି ,ସାନ ପୁଅ ଭାସ୍କର ପତି, ଝିଅ ଶୁଭଶ୍ରୀ ପତି, ଜାମାତା ଭଗବାନ ଙ୍କ ସମେତ ବଡ ବୋହୁ ପୁଷ୍ପାଞ୍ଜଳି ପତି, ସାନ ବୋହୁ ମିନତି ପତି ଏବଂ ନାତି ନାତୁଣୀ,ବନ୍ଧୁବର୍ଗ ଉପସ୍ଥିତ ଥିଲେ  l ସେ ଜଣେ ଧର୍ମପରାୟଣ, ପରୋପକାରୀ ଏବଂ ମିଷ୍ଟଭାଷୀ ମହିଳା ଥିଲେ  l ତାଙ୍କ ମୃତ୍ୟୁ ରେ  ଅଞ୍ଚଳରେ  ଶୋକ ର ଛାୟା ଖେଳି ଯାଇଛି l ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୮/୧୦/୨୦୨୩---୯,୧୦ Sakhigopal News,8/10/2023

Blog Archive

Popular Posts