ଭଞ୍ଜନଗର ଅବକାରୀ ବିଭାଗ ର ଚଢାଉ୨୭ ଲିଟର ଚୋରାମଦ ଜବତ - ଜଣେ ଗିରଫ
ଭଞ୍ଜନଗର - ଭଞ୍ଜନଗର ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ୨୭.୫ ଲିଟର ଦେଶୀ ମଦ ଜବତ କରାଯାଇଥିବା ଭଞ୍ଜନଗର ଅବକାରୀ ଏସଆାଇ ଅଲ୍ଲିଭା ମାଝି ସୁଚନା ଦେଇଛନ୍ତି । ଏହା ସହ ଚୋରାମଦ ବିକ୍ରି କରୁଥିବା ନେଇ ଜଣଙ୍କୁ ଗିରଫ କରିଛି ଅବକାରୀ ପୋଲିସ। ଗିରଫ ଅଭିଯୁକ୍ତ ହେଲେ ଡି ସୁଶାନ୍ତ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଚଢ଼ାଉ ରେ ଭବାନୀ ବେହେରା ,ଏଏସଆଇ ନିରଞ୍ଜନ ବେହେରା ସୁବଳ ପ୍ରଧାନ , ଜଗନ୍ନାଥ ମହାପାତ୍ର , କୃଷ୍ଣଚନ୍ଦ୍ର ସେଠୀ ,ସନାତନ ନାହକ ସ୍ବାଧୀନ ସାହୁ ଏବଂ ଅନ୍ୟ କର୍ମଚାରୀ ମାନେ ସାମିଲ ଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୭/୧୦/୨୦୨୩---୬,୨୦ Sakhigopal News,17/10/2023