Breaking News

୮୮ଗ୍ରାମ ହିରୋଇନ୍ ଜବତ, ଯୁବକ ଗିରଫ

 
ପୁରୀ---- ପୁରୀ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦେଶ କ୍ରମେ ପୁରୀ ଜିଲ୍ଲା ସଦର ରେଞ୍ଜର ନିରୀକ୍ଷକା ଶ୍ରୀମତୀ ମାନସୀ ସାହୁଙ୍କ ନେତୃତ୍ୱରେ ଏକ ଟିମ ସମୁଦ୍ରକୁଳ ଥାନା ଅଧୀନ ୟୁଥ୍ ହଷ୍ଟେଲ ଅଂଚଳରେ ଫୁଡ୍ କୋର୍ଟ ସାମ୍ନା ରେ ଚଢ଼ାଉ କରିଥିଲେ। ସେଠାରୁ ଜମ୍ବେଶ୍ଵର ନନ୍ଦଙ୍କ ପୁଅ  ଲୋକନାଥ ନନ୍ଦ ,ବୟସ - ୨୫ ବର୍ଷ , ଗ୍ରାମ- ରାମଚଣ୍ଡୀ ସାହି ବାଲିକୁଦା ଙ୍କୁ ଗିରଫ କରି ତାଙ୍କ ଠାରୁ ୮୮ଗ୍ରାମ ହିରୋଇନ୍ ଜବତ କରାଯାଇଛି। ଜିଲ୍ଲା ସଦର ରେଞ୍ଜ କେସ ନଂ -୧୦୦/୨୨-୨୩ରୁଜୁ କରି କୋର୍ଟ ଚାଲାଣ କରି ଜାମିନ ନାମଞ୍ଜୁର ହେବାରୁ ପୁରୀ କlରଗlରକୁ ପଠାଯାଇଛି । ଜବତ ହିରୋଇନ୍ ର ମୂଲ୍ୟ ପ୍ରାୟ  ୮,୮୦,୦୦୦/-ଟଙ୍କାରୁ ଉର୍ଦ୍ଧ ହେବ ।ଏହି ଚଢ଼ାଉରେ ଅବକାରୀ ଉପନିରିକ୍ଷକ ଶ୍ରୀ ,ରଙ୍କନିଧୀ ମଲ୍ଲିକ,ନାରାୟଣ ବେହେରା, ଏ ଏସ ଇ  ସନ୍ତୋଷ ନାୟକ,ମାନସ ମିଶ୍ର  ଏବଂ କର୍ମଚାରୀ ଅଭିଜିତ ପ୍ରଧାନ, ରିତାଞ୍ଜଳି ସେଠୀ,ପ୍ରବୀଣ ବିରାଜ କୀରୋ, ମାନସ ନାୟକ , ଫିରୋଜ ମହାନଦୀଆ,ବିଶ୍ୱଜିତ୍ ମହାପାତ୍ର ,ଜଗନ୍ନାଥ ଦାସ , ଆଶିଷ ପ୍ରଧାନ ଦାସ ପ୍ରମୁଖ  ସାମିଲ ଥିଲେ। ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୯/୨/୨୦୨୨୩-----୧୦,୧୫ Sakhigopal News,9/2/2023

Blog Archive

Popular Posts